ବିଦ୍ୟୁତ୍‌ ସଂଯୋଗ କାଟିବାକୁ ଯାଇ ଆକ୍ରମଣର ଶିକାର

ଉଦଳା (ମାନସ ପାଣି): ବକେୟା ବିଦ୍ୟୁତ୍‌ ବିଲ୍ ନ ଦେବାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ  କରିବାକୁ ଯାଇଥିବା ନେସ୍କୋ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି।  ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖୁଣ୍ଟା ନୂଆପଡ଼ା ଗାଁରେ ଗତକାଲି ଏପରି ଘଟଣା ଘଟିଛି। ଗାଁର ରାମକୃଷ୍ଣ ନାୟକଙ୍କ ପରିବାର ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ଆକ୍ରମଣରେ ନେସ୍କୋ ଏସ୍‌ଡିଓ ପ୍ରଶାନ୍ତ ମାନ୍ନା ଓ ଲାଇନ୍‌ ମ୍ୟାନ୍‌ ଦିପ୍ତିକାନ୍ତ ଭୂୟାଁ ଆହତ ହୋଇଛନ୍ତି । ଏପରିକି ଉତ୍ତ୍ୟକ୍ତ ଲୋକେ […]

udala-2--1

udala-2--1

Niharika Rout
  • Published: Tuesday, 18 February 2020
  • Updated: 18 February 2020, 01:30 PM IST

Sports

Latest News

ଉଦଳା (ମାନସ ପାଣି): ବକେୟା ବିଦ୍ୟୁତ୍‌ ବିଲ୍ ନ ଦେବାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ  କରିବାକୁ ଯାଇଥିବା ନେସ୍କୋ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି।  ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖୁଣ୍ଟା ନୂଆପଡ଼ା ଗାଁରେ ଗତକାଲି ଏପରି ଘଟଣା ଘଟିଛି। ଗାଁର ରାମକୃଷ୍ଣ ନାୟକଙ୍କ ପରିବାର ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ଆକ୍ରମଣରେ ନେସ୍କୋ ଏସ୍‌ଡିଓ ପ୍ରଶାନ୍ତ ମାନ୍ନା ଓ ଲାଇନ୍‌ ମ୍ୟାନ୍‌ ଦିପ୍ତିକାନ୍ତ ଭୂୟାଁ ଆହତ ହୋଇଛନ୍ତି । ଏପରିକି ଉତ୍ତ୍ୟକ୍ତ ଲୋକେ ଏହି କର୍ମଚାରୀଙ୍କୁ ୩ ଘଣ୍ଟାରୁ ଅଧିକ ସମୟ ଅଟକ ରଖିଥିଲେ।

ସ୍ଥାନୀୟ ନୂଆପଡ଼ା ଗାଁର ରାମକୃଷ୍ଣ ନାୟକ ବିଦ୍ୟୁତ୍ ବିଲ୍ ପଇଠ କରିନଥିବାରୁ କାର୍ଯ୍ୟାନୁଷ୍ଠାନ ସୂରୂପ ତାଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । ତେବେ ଏହି ସମୟରେ ରାମକୃଷ୍ଣଙ୍କ ପରିବାର ଲୋକେ ମିଳିତ ଭାବେ ନେସ୍କୋ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କୁ ଅଟକ ରଖିଥିଲେ। ଖବର ପାଇ ବିଭାଗୀୟ ଅଧିକାରୀ ଓ ଖୁଣ୍ଟା ଥାନା ପୁଲିସ୍‌ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ଏନେଇ ଖୁଣ୍ଟା ଥାନାରେ ଏତଲା ଦେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story