ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୬ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
କରୋନା ଯୋଗୁ ଆଖି ବୁଜିଥିବା ୯ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ କେବଳ ୬ ଜଣ ଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ୨ ମହିଳା ଅଛନ୍ତି। ଏହାବ୍ୟତୀତ ପୁରୀ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
Regret to inform of the demise of nine Covid positive patients while under treatment in hospitals.
1. A 40 year old male of Ganjam district who was also suffering from Diabetes.
2. A 57 year old male of Puri district who was also suffering from Cerebro Vascular Accident.
— H & FW Dept Odisha (@HFWOdisha) August 4, 2020
3. A 50 year old male of Ganjam district.
4. A 40 year old male of Jajpur district.
5. A 46 year old male of Ganjam district who was also suffering from Diabetes.
6. A 60 year old male of Ganjam district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 4, 2020
7. A 75 year old female of Ganjam district who was also suffering from Diabetes & Hypertension.
8. A 55 year old male of Khordha district.
9. A 60 year old female of Ganjam district who was also suffering from Chronic Kidney Disease, Diabetes & Hypertension.
— H & FW Dept Odisha (@HFWOdisha) August 4, 2020
ଗଞ୍ଜାମ ଜିଲ୍ଲାରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୨ ଛୁଇଁଛି। ଏହାବ୍ୟତୀତ ପୁରୀରେ ଏହି ସଂଖ୍ୟା ୪, ଖୋର୍ଦ୍ଧା ଜିଲ୍ଲାରେ ୩୦ ଓ ଯାଜପୁର ଜିଲ୍ଲାରେ ୩ରେ ପହଞ୍ଚିଲା।