କାଗଜ ପେଟିରୁ ନବାଜାତ ଶିଶୁକନ୍ୟା ଉଦ୍ଧାର

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ କଲେଜ ଛକସ୍ଥିତ ଏକ ଢାବା ନିକଟରେ ପଡ଼ିଥିବା ଏକ କାଗଜ ପେଟିରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଢାବାର ଜଣେ କର୍ମଚାରୀ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ଏହାପରେ ସେ ଖୋଜାଖୋଜି କରିବା ସମୟରେ ଏକ କାଗଜ ପେଟିରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। ଏନେଇ ସେ ପୁଲିସ୍‌କୁ ଖବର ଦେବା ସହ ଶିଶୁଟିକୁ ରେଢାଖୋଲ […]

child

child

Jyoshna Pradhan
  • Published: Monday, 16 December 2019
  • Updated: 16 December 2019, 01:29 PM IST

Sports

Latest News

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ କଲେଜ ଛକସ୍ଥିତ ଏକ ଢାବା ନିକଟରେ ପଡ଼ିଥିବା ଏକ କାଗଜ ପେଟିରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଢାବାର ଜଣେ କର୍ମଚାରୀ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ଏହାପରେ ସେ ଖୋଜାଖୋଜି କରିବା ସମୟରେ ଏକ କାଗଜ ପେଟିରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। ଏନେଇ ସେ ପୁଲିସ୍‌କୁ ଖବର ଦେବା ସହ ଶିଶୁଟିକୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ଶିଶୁଟିକୁ ଏବେ ନିୟୁ ବର୍ନ ୱାର୍ଡରେ ଲାଇଟ୍ ଦେଇ ରଖାଯାଇଛି। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।

ତେବେ କେହି ଜଣେ ଶିଶୁକନ୍ୟାକୁ  ଜନ୍ମ କରି ରାତିରେ ଢାବା ପାଖରେ ଛାଡ଼ି ଦେଇ ପଳାଇଥିବା ଅନୁମାନ କରାଯାଉଛି।  ଅନ୍ୟପକ୍ଷରେ ଶିଶୁକନ୍ୟାକୁ ନିଜେ ରଖିବା ପାଇଁ ଉଦ୍ଧାର କରିଥିବା ଢାବା କର୍ମଚାରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଶାସ୍ତ୍ରୀ ଛକ ପାଖରେ ଥିବା ଡ୍ରେନ୍‌ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story