ରାଜ୍ୟରେ ଚିହ୍ନଟ ହେଲେ ୩୭୪୮ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୭୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ୨୨୧୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୫୩୮ ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଗତ ୨ ଦିନ ହେବ କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ  ଏବେ ବି ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି।  ଏହି […]

3-corona

3-corona

Niharika Rout
  • Published: Wednesday, 09 September 2020
  • Updated: 09 September 2020, 11:30 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୭୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ୨୨୧୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୫୩୮ ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଗତ ୨ ଦିନ ହେବ କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ  ଏବେ ବି ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି।  ଏହି ଜିଲ୍ଲାରୁ ସର୍ବାଧିକ ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୯୨, ପୁରୀରୁ ୩୮୭, ଯାଜପୁରରୁ ୧୪୦, ସୁନ୍ଦରଗଡ଼ରୁ ୧୫୭, ସୋନପୁରରୁ ୧୨୪, ନବରଙ୍ଗପୁରରୁ ୧୨୧ ଓ କେନ୍ଦ୍ରାପଡ଼ାରୁ ୧୧୬ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ ଜଗତସିଂହପୁର ଜିଲ୍ଲାରୁ ୯୪, କନ୍ଧମାଳରୁ ୮୫, ରାୟଗଡ଼ାରୁ ୮୨, ଗଞ୍ଜାମ ଜିଲ୍ଲାରୁ ୭୧, ଢେଙ୍କାନାଳ ଜିଲ୍ଲାରୁ ୬୫, ନୟାଗଡ଼ରୁ ୬୯, ବୌଦ୍ଧ ଜିଲ୍ଲାରୁ ୫୮, କୋରାପୁଟରୁ ୯୭ ଓ ଝାରସୁଗୁଡ଼ାରୁ ୭୦ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୧୩୦ରେ ପହଞ୍ଚିଥିବା ବେଳେ  ୧୦୨୧୮୫ ଜଣ ସୁସ୍ଥ ହୋଇସାରିଲେଣି।  ଏହାବ୍ୟତୀତ  ରାଜ୍ୟରେ ୩୨୩୧୨  ଆକ୍ଟିଭ କେସ୍‌ ଥିବା ବେଳେ କରୋନାରେ ୫୮୦ ଜଣ ଆଖି ବୁଜି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story