ରାଜ୍ୟରେ ଚିହ୍ନଟ ହେଲେ ୨୯୪୯ କରୋନା ଆକ୍ରାନ୍ତ,୮୦ ହଜାର ଟପିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୨୯୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୧୨୩ଟି ହେଉଛି ଲୋକାଲ୍ କେସ୍‌। ଗତ କିଛି ଦିନ ହେଲା ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହୁଥିବା ବେଳେ ଜିଲ୍ଲାରେ ବେକାକୁ ହୋଇପଡ଼ିଥିଲା କରୋନା ସ୍ଥିତି। ତେବେ ଆଜି ଖୋର୍ଦ୍ଧାକୁ ପଛରେ ପକାଇ ଆଗେଇ ଯାଇଛି ସିଲଭର […]

corrona-1

corrona-1

Niharika Rout
  • Published: Monday, 24 August 2020
  • Updated: 24 August 2020, 01:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୨୯୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୧୨୩ଟି ହେଉଛି ଲୋକାଲ୍ କେସ୍‌।

ଗତ କିଛି ଦିନ ହେଲା ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହୁଥିବା ବେଳେ ଜିଲ୍ଲାରେ ବେକାକୁ ହୋଇପଡ଼ିଥିଲା କରୋନା ସ୍ଥିତି। ତେବେ ଆଜି ଖୋର୍ଦ୍ଧାକୁ ପଛରେ ପକାଇ ଆଗେଇ ଯାଇଛି ସିଲଭର ସିଟି କଟକ। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାର୍‌ କରିଛି। ଏଠାରେ ଦିନକରେ ୫୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରେ ୪୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ୨୧୫, ଗଞ୍ଜାମରେ ୧୭୯, କୋରାପୁଟରେ ୧୮୧,  ମୟୂରଭଞ୍ଜରେ ୧୫୬, ରାୟଗଡ଼ାରେ ୧୪୩ ଓ ସମ୍ବଲପୁରରେ ୧୦୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ୨୯୪୯ଟି କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ଟପି ଯାଇଛି। ଆଜି ଏହି ସଂଖ୍ୟା ୮୧,୪୭୯ରେ ପହଞ୍ଚିଥିବା ବେଳେ  ୫୪,୪୦୫ ଜଣ ସୁସ୍ଥ ହୋଇଛନ୍ତି। ୨୬,୬୦୨ ଜଣ ଚିକିତ୍ସାଧୀନ ଥିବା ବେଳେ ୪୧୯ ଜଣ କରୋନା ଆକ୍ରାନ୍ତ ଆଖି ବୁଜି ସାରିଲେଣି।

ସୂଚନାଯୋଗ୍ୟ, ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୬୦ ହଜାରରୁ ଊର୍ଦ୍ଧ୍ୱ ଟେଷ୍ଟ କରାଯାଇଥିଲା।  RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଗୋଟିଏ ଦିନରେ ୬୦ ହଜାର ୯୦୯ କରୋନା ଟେଷ୍ଟ ହୋଇଥିଲା।  RTPCRରେ ୭,୪୯୦; ଆଣ୍ଟିଜେନ୍‌ରେ ୫୩,୨୯୫ ଓ ଟ୍ରୁନଟ୍ ମାଧ୍ୟମରେ ହୋଇଥିଲା ୧୨୪ ପରୀକ୍ଷା।  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧତ୍କ ୯ ହଜାର ୨୧୯ କରୋନା ଟେଷ୍ଟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story