ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୨,୮୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୧୧୨୮ ଟି ହେଉଛି ଲୋକାଲ୍ କେସ୍। ଏହା ସହିତ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୭୫ ହଜାର ଟପି ଯାଇଥିବା ବେଳେ ଆରୋଗ୍ୟ ହାର ମଧ୍ୟ ୫୦ ହଜାର ଟପିଥିବା ଜଣାଯାଇଛି।
ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ବେକାବୁ ହୋଇ ଚାଲିଥିବା ବେଳେ ଆଜି ବି ଜିଲ୍ଲା ସର୍ବାଗ୍ରେ ରହିଛି। ଏଠାରେ ଆଜି ୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 21st August
New Positive Cases: 2819
In quarantine: 1691
Local contacts: 1128(Details of local contacts will be shared by concerned District Administration)
District Wise Cases
1. Angul: 23
2. Balasore: 105
3. Bargarh: 136
4. Bhadrak: 77
5. Balangir: 56— I & PR Department, Odisha (@IPR_Odisha) August 22, 2020
6. Boudh: 6
7. Cuttack: 257
8. Dhenkanal: 100
9. Gajapati: 62
10. Ganjam: 192
11. Jagatsinghpur: 48
12. Jajpur: 120
13. Jharsuguda: 63
14. Kalahandi: 55
15. Kandhamal: 44
16. Kendrapada: 62
17. Keonjhar: 7
18. Khurda: 443
19. Koraput: 81
20. Malkangiri: 83
21. Mayurbhanj: 219— I & PR Department, Odisha (@IPR_Odisha) August 22, 2020
କଟକରୁ ୨୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରେ ୨୧୯, ଗଞ୍ଜାମରୁ ୧୯୨, ରାୟଗଡ଼ାରୁ ୧୪୭, ସମ୍ବଲପୁରରୁ ୧୪୫, ଢେଙ୍କାନାଳରୁ ୧୦୦, ଯାଜପୁରରୁ ୧୨୦, ବାଲେଶ୍ୱରରୁ ୧୦୫ ଓ ବରଗଡ଼ରୁ ୧୩୬ ଜଣ ଚିହ୍ନଟ ହୋଇଛନ୍ତି।
22. Nawarangpur: 43
23. Nayagarh: 64
24. Nuapada: 1
25. Puri: 109
26. Rayagada: 147
27. Sambalpur: 145
28. Sonepur: 14
29. Sundargarh: 57New Recoveries: 1927
Cumulative Tested: 1233805
Positive: 75537
Recovered: 50503
Active Cases: 24582— I & PR Department, Odisha (@IPR_Odisha) August 22, 2020
ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫,୫୩୭ରେ ପହଞ୍ଚିଥିବା ବେଳେ ୫୦, ୫୦୩ ଜଣ ସୁସ୍ଥ ହୋଇ ସାରିଲେଣି। ୨୪,୫୮୨ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୩୯୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।