ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୯୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୧୫୬୫ ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଆଜି ବି କରୋନା ସଂକ୍ରମଣ କ୍ଷେତ୍ରରେ ରାଜ୍ୟରେ ଆଗରେ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ ହ୍ରାସ୍ ପାଇଛି। ପ୍ରତିଦିନ ୭୦୦, ୮୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇ ଖୋର୍ଦ୍ଧା ଜିଲ୍ଲାବାସୀଙ୍କୁ କରୋନା ମହାମାରୀ କଲବଲ କରୁଥିବା ବେଳେ ଆଜି କିନ୍ତୁ ମିଳିଛି ସାମାନ୍ୟ ଆଶ୍ୱସ୍ତିକର ଖବର। ଆଜି ଜିଲ୍ଲାରୁ ୫୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଟକରୁ ୩୮୨, କେନ୍ଦ୍ରାପଡ଼ାରୁ ୧୫୬, ମୟୂରଭଞ୍ଜରୁ ୧୪୭, ସମ୍ବଲପୁରରୁ ୧୪୧, ନୂଆପଡ଼ାରୁ ୧୨୮,ଜଗତସିଂହପୁରରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 12th September
New Positives Case: 3913
In quarantine: 2348
Local contacts: 1565(Details of local contacts will be shared by concerned Dist Administration)
District Wise Cases
1. Angul: 103
2. Balasore: 134
3. Bargarh: 146
4. Bhadrak: 123
5. Balangir: 142— I & PR Department, Odisha (@IPR_Odisha) September 13, 2020
6. Boudh: 61
7. Cuttack: 382
8. Deogarh: 15
9. Dhenkanal: 74
10. Gajapati: 16
11. Ganjam: 86
12. Jagatsinghpur: 108
13. Jajpur: 128
14. Jharsuguda: 162
15. Kalahandi: 60
16. Kandhamal: 86
17. Kendrapada: 156
18. Keonjhar: 76
19. Khurda: 556
20. Koraput: 100
21. Malkangiri: 68— I & PR Department, Odisha (@IPR_Odisha) September 13, 2020
22. Mayurbhanj: 147
23. Nawarangpur: 112
24. Nayagarh: 60
25. Nuapada: 128
26. Puri: 212
27. Rayagada: 98
28. Sambalpur: 141
29. Sonepur: 91
30. Sundargarh: 35
31. State Pool: 107New Recovery: 3217
Cumulative Tested: 2423124
Positive: 150807
Recovered: 115279
Active Case: 34849— I & PR Department, Odisha (@IPR_Odisha) September 13, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।