ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୭୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୦୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୦୪୪ ଟି ହେଉଛି ଲୋକାଲ୍ କେସ୍।
6. Boudh: 11
7. Cuttack: 2478. Deogarh: 6
9. Dhenkanal: 1
10. Gajapati: 60
11. Ganjam: 212
12. Jagatsinghpur: 101
13. Jajpur: 217
14. Jharsuguda: 15
15. Kalahandi: 16
16. Kandhamal: 95
17. Kendrapada: 97
18. Keonjhar: 28
19. Khurda: 423
20. Koraput: 174
21. Malkangiri: 101— I & PR Department, Odisha (@IPR_Odisha) August 25, 2020
୩୦ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ। ଏଠାରୁ ୪୨୩ ଜଣଙ୍କୁ ଚିହ୍ନଟ କରାଯାଇଛି।
22. Mayurbhanj: 137
23. Nawarangpur: 27
24. Nayagarh: 103
25. Nuapada: 8
26. Puri: 144
27. Rayagada: 177
28. Sambalpur: 55
29. Sonepur: 1
30. Sundargarh: 44New Recoveries: 2519
Cumulative Tested: 1421958
Positive: 84231
Recovered: 56924
Active Cases: 26826— I & PR Department, Odisha (@IPR_Odisha) August 25, 2020
କଟକରୁ ୨୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୨୧୭, ଗଞ୍ଜାମରୁ ୨୧୨, କୋରାପୁଟରୁ ୧୭୪, ମୟୂରଭଞ୍ଜରୁ ୧୩୭, ପୁରୀରୁ ୧୪୪, ରାୟଗଡ଼ାରୁ ୧୭୭ ଓ ବାଲେଶ୍ୱରରୁ ୧୨୯ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪,୨୩୧ରେ ପହଞ୍ଚିଥିବା ବେଳେ ୫୬,୯୨୪ ଜଣ ସୁସ୍ଥ ହୋଇସାରିଛନ୍ତି। ୨୬,୮୨୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନାରେ ୪୨୮ ଜଣଙ୍କର ମୃତ୍ୟୁ ଘଟିସାରିଛି।