ଆସିଲା ନୂଆ ଗାଇଡଲାଇନ; ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଗ୍ରୀନ୍‌ ସିଗନାଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ରାଜ୍ୟର ପ୍ରାୟତଃ ସବୁ ଖୋଲି ସାରିଲାଣି। ଏପରି ସ୍ଥିତିରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ପାଇଁ ସରକାର ଅନୁମତି ଦେଇଛନ୍ତି। କୋଭିଡ୍ କଟକଣା ଭିତରେ ଏହି ଉତ୍ସବ ପାଳନ କରାଯିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ( ଏସ୍‌ଆରସି)  ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି ହୋଇଛି । ଆଜିଠାରୁ ନୂଆ ଗାଇଡଲାଇନ୍ ଲାଗୁ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା […]

jatra

jatra

Tapaswini Nayak
  • Published: Saturday, 20 November 2021
  • Updated: 20 November 2021, 11:46 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ରାଜ୍ୟର ପ୍ରାୟତଃ ସବୁ ଖୋଲି ସାରିଲାଣି। ଏପରି ସ୍ଥିତିରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ପାଇଁ ସରକାର ଅନୁମତି ଦେଇଛନ୍ତି। କୋଭିଡ୍ କଟକଣା ଭିତରେ ଏହି ଉତ୍ସବ ପାଳନ କରାଯିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ( ଏସ୍‌ଆରସି)  ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି ହୋଇଛି । ଆଜିଠାରୁ ନୂଆ ଗାଇଡଲାଇନ୍ ଲାଗୁ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି।

ଏସଆରସିଙ୍କ ସୂଚନା ଅନୁସାରେ,  ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ ହୋଇଥାଏ। ଏଥିପାଇଁ ଅନଲାଇନ୍‌ରେ କିମ୍ବା  ଅଧିକ କାଉଣ୍ଟର କରି ଟିକେଟ୍ ବୁକିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଖୋଲା ପଡ଼ିଆରେ ଦୁଇ ହଜାର ଲୋକ ସାମାଜିକ ଦୂରତ୍ୱ ରଖି ବସିବାକୁ ଅନୁମତି ଦିଆଯାଇଛି। ଏହିସବୁ କାର୍ଯ୍ୟକ୍ରମରେ  ସମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ଇଣ୍ଡୋର ହଲରେ ବସିବା କ୍ଷମତାର ୫୦%ରେ ସୀମିତ ରଖାଯାଇଛି।  ଅଧିକ ଦର୍ଶକ ମନା କରାଯାଇଛି। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇଛି।।

ସୂଚନାଯୋଗ୍ୟ, ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର କଟକଣାକୁ କୋହଳ କରିଛନ୍ତି।  ରାଜ୍ୟରେ  ଧର୍ମାନୁଷ୍ଠାନ ଓ ଶିକ୍ଷାଅନୁଷ୍ଠାନ, ଜିମ୍ ଓ ସ୍ପା, ଖୋଲିଯାଇଥିବା ବେଳେ ଆଜି ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ପାଇଁ ଅନୁମତି ମିଳିଛି। କୋଭିଡ କଟକଣା ଭିତରେ ଏସବୁ ଉତ୍ସବ ପାଳନ କରିବାକୁ ସରକାର ଅନୁମତି ଦେଇଛନ୍ତି। କିଛି ଦିନ ହେବ ରାଜ୍ୟରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳେ ରହୁଛି। ଏହାସହ ମୃତ୍ୟୁ ହାର ମଧ୍ୟ କମିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story