ସାର ବିକ୍ରି ପାଇଁ ଜାନୁଆରୀ ୧ରୁ ଲାଗୁ ହେବ ଡିବିଟି

<p>ଭୁବନେଶ୍ୱର: ଆସନ୍ତାବର୍ଷ&nbsp; ପହିଲାରୁ ଅର୍ଥାତ ୨୦୧୮ ଜାନୁଆରୀ ୧ତାରିଖରୁ ରାଜ୍ୟ ସରକାର ସାର ବିକ୍ରି କ୍ଷେତ୍ରରେ ଡାଇରେକ୍ଟ ବେନିଫିଟ ଟ୍ରାନସଫର ସିଷ୍ଟମ ଲାଗୁ କରିବେ। ଏଥିପାଇଁ ରାଜ୍ୟରେ ଥିବା ସମସ୍ତ ପ୍ୟାକସ ଓ ଲ୍ୟାମ୍ପସରେ ପଏଣ୍ଟ ଅଫ ସେଲ୍ ବା ପିଓଏସ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସମବାୟ ସମତି ସମୂହର ରେଜିଷ୍ଟ୍ରାର।&nbsp; ଜାନୁଆରୀ ୧ତାରିଖ ପରଠାରୁ କୌଣସି ଡିଲର ବିନା ପିଓଏସରେ ସାର ବିକ୍ରି କରିପାରିବେ ନାହିଁ।&nbsp; ସାର କିଣିବା ପରେ ଚାଷୀଙ୍କ ଆକାଉଣ୍ଟରେ ସିଧାସଳଖ ସବ୍&zwnj;ସିଡି ଟଙ୍କା ଜମା ହେବ।</p> <p>କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ପିଓଏସ ଯୋଗାଣ ଓ ଲଗାଇବା କାମ କରାଯିବ।&nbsp; ଡିସେମ୍ବର ୩୧ ମଧ୍ୟରେ ଏସବୁ କାମ ସାରିବାକୁ କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୨, ୭୦୮ ପ୍ୟାକସ୍&zwnj; ଓ ଲ୍ୟାମ୍ପ ମଧ୍ୟରୁ ମାତ୍ର ୯୧୩ଟିରେ ପିଓଏସ୍&zwnj; ମେସିନ ଲଗାଯାଇଛି। ଗୋଟିଏ ମାସ ମଧ୍ୟରେ ଏହାକୁ ଲଗାଇ ଡିବିଟି ଲାଗୁ କରିବା କେତେ ସହଜ ହେବ ତାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି।</p>

Ordigital Desk
  • Published: Saturday, 25 November 2017
  • Updated: 25 November 2017, 01:56 PM IST

Sports

Latest News

<p>ଭୁବନେଶ୍ୱର: ଆସନ୍ତାବର୍ଷ&nbsp; ପହିଲାରୁ ଅର୍ଥାତ ୨୦୧୮ ଜାନୁଆରୀ ୧ତାରିଖରୁ ରାଜ୍ୟ ସରକାର ସାର ବିକ୍ରି କ୍ଷେତ୍ରରେ ଡାଇରେକ୍ଟ ବେନିଫିଟ ଟ୍ରାନସଫର ସିଷ୍ଟମ ଲାଗୁ କରିବେ। ଏଥିପାଇଁ ରାଜ୍ୟରେ ଥିବା ସମସ୍ତ ପ୍ୟାକସ ଓ ଲ୍ୟାମ୍ପସରେ ପଏଣ୍ଟ ଅଫ ସେଲ୍ ବା ପିଓଏସ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସମବାୟ ସମତି ସମୂହର ରେଜିଷ୍ଟ୍ରାର।&nbsp; ଜାନୁଆରୀ ୧ତାରିଖ ପରଠାରୁ କୌଣସି ଡିଲର ବିନା ପିଓଏସରେ ସାର ବିକ୍ରି କରିପାରିବେ ନାହିଁ।&nbsp; ସାର କିଣିବା ପରେ ଚାଷୀଙ୍କ ଆକାଉଣ୍ଟରେ ସିଧାସଳଖ ସବ୍&zwnj;ସିଡି ଟଙ୍କା ଜମା ହେବ।</p><p>କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ପିଓଏସ ଯୋଗାଣ ଓ ଲଗାଇବା କାମ କରାଯିବ।&nbsp; ଡିସେମ୍ବର ୩୧ ମଧ୍ୟରେ ଏସବୁ କାମ ସାରିବାକୁ କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୨, ୭୦୮ ପ୍ୟାକସ୍&zwnj; ଓ ଲ୍ୟାମ୍ପ ମଧ୍ୟରୁ ମାତ୍ର ୯୧୩ଟିରେ ପିଓଏସ୍&zwnj; ମେସିନ ଲଗାଯାଇଛି। ଗୋଟିଏ ମାସ ମଧ୍ୟରେ ଏହାକୁ ଲଗାଇ ଡିବିଟି ଲାଗୁ କରିବା କେତେ ସହଜ ହେବ ତାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos