ରାଜ୍ୟ ସରକାରଙ୍କ ନୂଆ ଯୋଜନା, ଘରେ ଘରେ ଜଳିବ ଏଲ୍‌ଇଡି ଲାଇଟ୍‌

ଭୁବନେଶ୍ୱର(ଓଡିଶା ରିପୋର୍ଟର): ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ବଜେଟ୍‌ ଦାଖଲ କରିଛନ୍ତି।  ଏହି ବଜେଟ୍‌ରେ ନୂଆ କରି “ଆମ ଘରେ ଏଲଇଡି ଲାଇଟ୍”  କାର୍ଯ୍ୟକ୍ରମର ଆରମ୍ଭ କରାଯିବାକୁ ଘୋଷଣା କରାଯାଇଛି । ଏଥିପାଇଁ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଯୋଜନାରେ ପ୍ରତ୍ୟେକ ଗରିବ ପରିବାରକୁ ୪ଟି ଏଲଇଡି ଲାଇଟ୍ ଯୋଗାଇ ଦିଆଯିବ । ସେହିପରି ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି ଏବଂ ଜୀବିକା ବିକାଶ ପାଇଁ ଗ୍ରୀନ୍ […]

led

Rakesh Mallick
  • Published: Friday, 23 March 2018
  • , Updated: 23 March 2018, 11:00 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ବଜେଟ୍‌ ଦାଖଲ କରିଛନ୍ତି।  ଏହି ବଜେଟ୍‌ରେ ନୂଆ କରି “ଆମ ଘରେ ଏଲଇଡି ଲାଇଟ୍”  କାର୍ଯ୍ୟକ୍ରମର ଆରମ୍ଭ କରାଯିବାକୁ ଘୋଷଣା କରାଯାଇଛି । ଏଥିପାଇଁ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଯୋଜନାରେ ପ୍ରତ୍ୟେକ ଗରିବ ପରିବାରକୁ ୪ଟି ଏଲଇଡି ଲାଇଟ୍ ଯୋଗାଇ ଦିଆଯିବ । ସେହିପରି ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି ଏବଂ ଜୀବିକା ବିକାଶ ପାଇଁ ଗ୍ରୀନ୍ ମହାନଦୀ ମିଶନରେ ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

Related story