ଧାଡ଼ି ଦର୍ଶନରେ ବିଭ୍ରାଟ: ଶ୍ରୀମନ୍ଦିରକୁ ମନଇଚ୍ଛା ପ୍ରବେଶ କଲେ ଭକ୍ତ

ପୁରୀ (ଓଡ଼ିଶା ରିପୋର୍ଟର): ଆଜିଠୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଧାଡ଼ି ଦର୍ଶନ। ତେବେ ପ୍ରଥମ ଦିନରୁ ଏଥିରେ ବିଭ୍ରାଟ ଦେଖାଦେଇଛି। ଆଜି ସକାଳୁ ମନ୍ଦିର ଖୋଲାହେବା ମାତ୍ରେ ଧାଡ଼ି ଦର୍ଶନରେ ମୂଳରୁ ବିଭ୍ରାଟ ଦେଖା ଦେଇଛି। ଆଜି ସକାଳେ ଧାଡ଼ି ଦର୍ଶନ ପାଇଁ ଥିବା ବାରିକେଡ୍‌ରେ ପ୍ରବେଶ ନକରି ଭକ୍ତମାନେ ମନ୍ଦିର ଭିତରକୁ ମନଇଚ୍ଛା ପ୍ରବେଶ କରିଥିଲେ। ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନାର କର୍ମୀ ଓ ସ୍ଥାନୀୟ ମହିଳା ଭକ୍ତ ବ୍ୟାରିକେଡ୍ […]

jaga

jaga

Manoranjan Sial
  • Published: Monday, 01 October 2018
  • Updated: 01 October 2018, 05:37 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଆଜିଠୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଧାଡ଼ି ଦର୍ଶନ। ତେବେ ପ୍ରଥମ ଦିନରୁ ଏଥିରେ ବିଭ୍ରାଟ ଦେଖାଦେଇଛି। ଆଜି ସକାଳୁ ମନ୍ଦିର ଖୋଲାହେବା ମାତ୍ରେ ଧାଡ଼ି ଦର୍ଶନରେ ମୂଳରୁ ବିଭ୍ରାଟ ଦେଖା ଦେଇଛି।

ଆଜି ସକାଳେ ଧାଡ଼ି ଦର୍ଶନ ପାଇଁ ଥିବା ବାରିକେଡ୍‌ରେ ପ୍ରବେଶ ନକରି ଭକ୍ତମାନେ ମନ୍ଦିର ଭିତରକୁ ମନଇଚ୍ଛା ପ୍ରବେଶ କରିଥିଲେ। ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନାର କର୍ମୀ ଓ ସ୍ଥାନୀୟ ମହିଳା ଭକ୍ତ ବ୍ୟାରିକେଡ୍ ବାହାର କରି ଭିତରକୁ ପଶିଥିଲେ। କିଛି ସମୟ ଧରି ବିନା ଧାଡ଼ିରେ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ।

ସୂଚନାଯୋଗ୍ୟ, ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସ୍ଥାନୀୟ ଲୋକ, ଭକ୍ତ ଓ ସେବାୟତ ବିରୋଧ କରୁଛନ୍ତି।

ହେଲେ କିଛି ଘଣ୍ଟା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ଢଙ୍ଗରେ ଚାଲିଛି। ଭକ୍ତମାନେ ବ୍ୟାରିକେଡ୍ ଦେଇ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଏପଟେ ଶ୍ରୀମନ୍ଦିରରେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥାର ପ୍ରଚଳନକୁ ନେଇ ଲୋକେ ସନ୍ଦେହରେ ଅଛନ୍ତି।

ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି-“ବର୍ତ୍ତମାନ ଶୃଙ୍ଖଳିତ ଭାବେ ଧାଡ଼ି ଦର୍ଶନ ଚାଲିଛି। ଏହାକୁ ପରୀକ୍ଷାମୂଳକ ଭାବେ କରାଯାଉଛି। ତେଣୁ ବର୍ତ୍ତମାନ ପାଇଁ ଧାଡ଼ିଦର୍ଶନ ବ୍ୟବସ୍ଥା ସପ୍ତାହକୁ ଥରେ କିମ୍ବା ଦୁଇ ଥର କରାଯିବ। ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଯଦି କିଛି ତ୍ରୁଟି କିମ୍ବା ଭକ୍ତମାନଙ୍କର ଅସୁବିଧା ପରିଲକ୍ଷିତ ହୁଏ, ତେବେ ସେଥିରେ ଆବଶ୍ୟକ ସୁଧାର ଅଣାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story