‘ସ୍ମିତାରାଣୀଙ୍କୁ ହତ୍ୟା କରା ଯାଇଥାଇପାରେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):“ ସ୍ମିତାରାଣୀଙ୍କୁ ବେଆଇନ କାମ କରିବା ପାଇଁ ବାଧ୍ୟ କରାଯାଉଥିଲା। ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ଏଥିନିମନ୍ତେ ଚାପ ପକାଉଥିଲେ। PMAY ଓ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ବେଆଇନ କାମ କରିବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା। ଏଥିପାଇଁ ସେ ମାନସିକ ଚାପରେ ରହୁଥିଲେ। ତେଣୁ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଆଶଙ୍କା କରୁଛି ।” ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ପରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାଜପୁର […]

bbsr

bbsr

Jyoshna Pradhan
  • Published: Tuesday, 22 October 2019
  • Updated: 22 October 2019, 02:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):“ ସ୍ମିତାରାଣୀଙ୍କୁ ବେଆଇନ କାମ କରିବା ପାଇଁ ବାଧ୍ୟ କରାଯାଉଥିଲା। ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ଏଥିନିମନ୍ତେ ଚାପ ପକାଉଥିଲେ। PMAY ଓ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ବେଆଇନ କାମ କରିବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା। ଏଥିପାଇଁ ସେ ମାନସିକ ଚାପରେ ରହୁଥିଲେ। ତେଣୁ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଆଶଙ୍କା କରୁଛି ।” ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ପରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସ୍ୱାମୀ ସୁଶିଳ କୁମାର ବିଶ୍ୱାଳ।

ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ତାଙ୍କ ସ୍ୱାମୀ ସୁଶିଳ କୁମାର ବିଶ୍ୱାଳ ଗଣମାଧ୍ୟମ ସମ୍ମୁଖରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ସ୍ମିତାରାଣୀଙ୍କ ମୃତ୍ୟୁର ତଦନ୍ତରେ ଖୋଦ ପୁଲିସ୍ ବାଧା ସୃଷ୍ଟି କରୁଥିବା ତାଙ୍କ ସ୍ୱାମୀ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ଆଣିଛନ୍ତି। ଏଥିସହ ମାମଲାର ପୁନଃ ତଦନ୍ତ କରିବାକୁ ଦାବି କରିଛନ୍ତି। ଆଜି ସେ ରାଜ୍ୟ ମହିଳା କମିଶନଙ୍କୁ ଭେଟି ନ୍ୟାୟ ପାଇଁ ଦାବି କରିଛନ୍ତି।

ଗତ କିଛିଦିନ ତଳେ ଯାଜପୁର ହରିଦାସପୁରର ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଗିରଫ କରି ପୁଲିସ୍ ଅଧିକ ଅନୁସନ୍ଧାନ ଜାରି ରଖିଛି। ବିଜେପି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଯାଜପୁର ବନ୍ଦ ପାଳନ କରିଥିଲା।

ଆଜି ମଧ୍ୟ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ନ୍ୟାୟ ପ୍ରଦାନ ଲାଗି ଧର୍ମଶାଳା ବ୍ଲକ ନିଖିଳ ଉତ୍କଳ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ଓ ଗ୍ରାମସେବକ ସଂଘ ପକ୍ଷରୁ   କଲମଛାଡ ଆନ୍ଦୋଳନ ଚାଲିଛି। ଏପରିକି ବ୍ଲକ କାର୍ଯ୍ୟାଳୟ ଆଗରେ ବସି କର୍ମଚାରୀମାନେ ଧାରଣା ଦେଇଛନ୍ତି। ସ୍ମିତାରାଣୀଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ସହ ତାଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସଂଘ ଦାବି କରିଛି। ଆସନ୍ତାକାଲି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story