ନୂଆବର୍ଷ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ: ଆସୁଛି ନୂଆ ବର୍ଷ। ଏହି ସମୟରେ ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଲାଗିବ ଭିଡ଼। ଭିଡ଼କୁ ଆଖିରେ ରଖି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ପୁରୀ ପୋଲିସ। ଚାରି ଦ୍ୱାରରେ ବ୍ୟାଗେଜ୍ ସ୍କାନର ସହ ଭିତର ଓ ବାହାର ବେଢ଼ାରେ ସିସିଟିଭି କ୍ୟାମେରା ଲାଗିଛି। ୱାଚ୍ ଟାୱାରରେ ପୋଲିସ ମୁତୟନ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ଭିଡ଼ବେଳେ ଦଳାଚକଟା  ହୋଇ ଅଘଟଣ ଘଟିଲେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୀମା […]

puri

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 04:31 AM IST

ପୁରୀ: ଆସୁଛି ନୂଆ ବର୍ଷ। ଏହି ସମୟରେ ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଲାଗିବ ଭିଡ଼। ଭିଡ଼କୁ ଆଖିରେ ରଖି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ପୁରୀ ପୋଲିସ। ଚାରି ଦ୍ୱାରରେ ବ୍ୟାଗେଜ୍ ସ୍କାନର ସହ ଭିତର ଓ ବାହାର ବେଢ଼ାରେ ସିସିଟିଭି କ୍ୟାମେରା ଲାଗିଛି। ୱାଚ୍ ଟାୱାରରେ ପୋଲିସ ମୁତୟନ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ସେପଟେ ଭିଡ଼ବେଳେ ଦଳାଚକଟା  ହୋଇ ଅଘଟଣ ଘଟିଲେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୀମା ବ୍ୟବସ୍ଥା ମଧ୍ୟ କରାଯାଇଛି।

Related story