ଭୁବନେଶ୍ୱରରୁ ୨୫୩ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୮୦ ଲୋକାଲ୍‌ କେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ୨୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮୦ ଲୋକାଲ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୨୯୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 15th Oct 2020(till 9am). pic.twitter.com/j01TucJNYa — BMC (@bmcbbsr) […]

bbsr

bbsr

Manoranjan Sial
  • Published: Thursday, 15 October 2020
  • Updated: 15 October 2020, 05:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ୨୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮୦ ଲୋକାଲ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୨୯୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1316684617554915329?s=20

ଆଚାର୍ଯ୍ୟ ବିହାରରୁ ୩, ବଡ଼ଗଡ଼ରୁ ୪, ବରମୁଣ୍ଡାରୁ ୩, ଭରତପୁରରୁ ୪, ଚକେଇଶିଆଣିରୁ ୩, ଚନ୍ଦ୍ରଶେଖରପୁରରୁ ୭, ଘାଟିକିଆରୁ ୪, ନୟାପଲ୍ଲୀରୁ ୭, ମଞ୍ଚେଶ୍ୱରରୁ ୪, ଲକ୍ଷ୍ମୀସାଗରରୁ ୧୩, ଖଣ୍ଡଗିରିରୁ ୯, କଳିଙ୍ଗନଗରରୁ ୫, ଝାରପଡ଼ାରୁ ୪, ଜଗମୋହନ ନଗରରୁ ୩, ଆଇଆରସି ଭିଲେଜରୁ ୬, ନୀଳାଦ୍ରି ବିହାରରୁ ୪, ଓଲ୍‌ଡ ଟାଉନ୍‌ରୁ ୫, ପଟିଆରୁ ୯, ପୋଖରିପୁଟରୁ ୫, ଡୁମଡୁମାରୁ ୭, ୟୁନିଟ୍‌-୯ରୁ ୬, ସହିଦ୍‌ ନଗରରୁ ୧୦, ସୁନ୍ଦରପଦାରୁ ୩ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୬୫୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩୧୬୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୨୨୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos