ପୋଲାଭରମ ମାମଲାର ଶୁଣାଣି କରିବାକୁ ମନା କଲେ ଏନ୍‌ଜିଟି

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ ପୋଲାଭରମ ମାମଲା ବିଚାରାଧୀନ ଥିବାରୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଏନ୍&zwnj;ଜିଟି। ମୂଳ ମାମଲାର ସମସ୍ତ କପି ଦାଖଲ କରି ମାମଲାର ଶୁଣାଣି ନ କରିବାକୁ ଆବେଦନ କରିଥିଲେ ଆନ୍ଧ୍ରପ୍ରଦେଶ ସରକାର।</p>

Ordigital Desk
  • Published: Tuesday, 14 November 2017
  • Updated: 14 November 2017, 06:52 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ ପୋଲାଭରମ ମାମଲା ବିଚାରାଧୀନ ଥିବାରୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଏନ୍&zwnj;ଜିଟି। ମୂଳ ମାମଲାର ସମସ୍ତ କପି ଦାଖଲ କରି ମାମଲାର ଶୁଣାଣି ନ କରିବାକୁ ଆବେଦନ କରିଥିଲେ ଆନ୍ଧ୍ରପ୍ରଦେଶ ସରକାର।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos