ନବମ ଶ୍ରେଣୀର ଛାତ୍ରୀ ୫ ମାସର ଗର୍ଭବତୀ

କୋରାପୁଟ(ସୂର୍ଯ୍ୟକାନ୍ତ ପଣ୍ଡା): ପୁଣି ଆବାସିକ ବିଦ୍ୟାଳୟରେ ଲଜ୍ଜା। ରୋଷେୟା ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ୫ ମାସର ଗର୍ଭବତୀ ହେଲେ ଜଣେ ନବମ ଶ୍ରେଣୀ ଛାତ୍ରୀ। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଏକ ଆବାସିକ ସ୍କୁଲ ହଷ୍ଟେଲରୁ। ପୂରା ଘଟଣା ଏମିତି। ଦଶମନ୍ତପୁର ବ୍ଲକ ଅଞ୍ଚଳରେ ନାବାଳିକା ମାଣ୍ଡୁ(ଛଦ୍ମନାମ) ଏକ ଆବାଶିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଘରଠାରୁ ସ୍କୁଲ ଦୂର ହୋଇଥିବାରୁ ହଷ୍ଟେଲ୍‌ରେ ରହୁଥିଲେ। ସେଠାରେ ରହଣୀ ସମୟରେ […]

rape

rape

Manoranjan Sial
  • Published: Tuesday, 27 August 2019
  • Updated: 27 August 2019, 09:13 PM IST

Sports

Latest News

କୋରାପୁଟ(ସୂର୍ଯ୍ୟକାନ୍ତ ପଣ୍ଡା): ପୁଣି ଆବାସିକ ବିଦ୍ୟାଳୟରେ ଲଜ୍ଜା। ରୋଷେୟା ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ୫ ମାସର ଗର୍ଭବତୀ ହେଲେ ଜଣେ ନବମ ଶ୍ରେଣୀ ଛାତ୍ରୀ। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଏକ ଆବାସିକ ସ୍କୁଲ ହଷ୍ଟେଲରୁ।

ପୂରା ଘଟଣା ଏମିତି। ଦଶମନ୍ତପୁର ବ୍ଲକ ଅଞ୍ଚଳରେ ନାବାଳିକା ମାଣ୍ଡୁ(ଛଦ୍ମନାମ) ଏକ ଆବାଶିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଘରଠାରୁ ସ୍କୁଲ ଦୂର ହୋଇଥିବାରୁ ହଷ୍ଟେଲ୍‌ରେ ରହୁଥିଲେ। ସେଠାରେ ରହଣୀ ସମୟରେ ହଷ୍ଟେଲ୍‌ର ରୋଷେୟା ତାଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଯାହାକୁ ମାଣ୍ଡୁ ବିରୋଧ କରୁଥିଲେ। ମାତ୍ର ରୋଷେୟା ଜଣକ ତାଙ୍କ ସହିତ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଭୟରେ ମାଣ୍ଡୁ ଏ ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜଣାଇନଥିଲେ।

କିଛି ଦିନ ପରେ ମାଣ୍ଡୁର ଶାରୀରିକ ଗଠନରେ ପରିବର୍ତ୍ତନ ହେବା ପରେ ଘଟଣା ପଦାକୁ ଆସିଥିଲା। ଶିକ୍ଷୟିତ୍ରୀମାନେ ତାକୁ ସ୍କୁଲ ପାଠ ପଢ଼ିବାକୁ ବାରଣ କରିଥିଲେ। ପରେ ତାଙ୍କୁ ନେଇ ଘରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏବେ ସେ ୫ ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଛି।

ଘଟଣା ପ୍ରଘଟ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ କୋରାପୁଟ ପିଏ ଆଇଟିଡିଏ ସଂପୃକ୍ତ ସ୍କୁଲକୁ ଯାଇ ତଦନ୍ତ କରିଛନ୍ତି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ଅନ୍ୟପକ୍ଷରେ ରୋଷେୟା ଏବେ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story