ଶୌଚ ହେବାକୁ ଯାଇଥିଲେ, ବୁଡ଼ିଗଲେ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କୁଶରାବ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶୌଚ ହେବାକୁ ଯାଇ ଜଣେ ଛାତ୍ର ନାଳରେ ବୁଡ଼ି ଯାଇଛନ୍ତି। ତାଙ୍କ ନାଁ ଜିତେନ୍ଦ୍ର କୁମାର ଗୌଡ଼। ସେ ନବମ ଶ୍ରେଣୀର ଛାତ୍ର ଥିଲେ। ଆଜି ସକାଳେ ଜିତେନ୍ଦ୍ର ଡିଆଁଶଙ୍ଖ ନାଳକୁ ଶୌଚ ହେବାକୁ ଯାଇଥିଲେ।  ହେଲେ ନାଳରେ ପାଦ ଖସିଯିବାରୁ ସେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଧରାକୋଟ ପୁଲିସ୍‌ […]

drowning

drowning

Jyoshna Pradhan
  • Published: Tuesday, 03 September 2019
  • Updated: 03 September 2019, 02:04 PM IST

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କୁଶରାବ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶୌଚ ହେବାକୁ ଯାଇ ଜଣେ ଛାତ୍ର ନାଳରେ ବୁଡ଼ି ଯାଇଛନ୍ତି। ତାଙ୍କ ନାଁ ଜିତେନ୍ଦ୍ର କୁମାର ଗୌଡ଼। ସେ ନବମ ଶ୍ରେଣୀର ଛାତ୍ର ଥିଲେ।

ଆଜି ସକାଳେ ଜିତେନ୍ଦ୍ର ଡିଆଁଶଙ୍ଖ ନାଳକୁ ଶୌଚ ହେବାକୁ ଯାଇଥିଲେ।  ହେଲେ ନାଳରେ ପାଦ ଖସିଯିବାରୁ ସେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଧରାକୋଟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଏଥିସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story