ମରୁଡ଼ି ପ୍ରଭାବିତ ଜିଲ୍ଲାର ସରକାରୀ ସାହାଯ୍ୟପ୍ରାପ୍ତ କଲେଜରେ ଆଡମିସନ୍ ଏବଂ ଟ୍ୟୁସନ୍ ଫି ଛାଡ଼

<p>ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଜିଲ୍ଲାର ସରକାରୀ ସାହାଯ୍ୟପ୍ରାପ୍ତ କଲେଜ ଗୁଡ଼ିକରେ ଆଡମିସନ୍ ଏବଂ ଟ୍ୟୁସନ୍ ଫି ଛାଡ଼ ହେବ। ଚଳିତ ଖରିଫ ଋ଼ତୁରେ ମରୁଡ଼ି ପ୍ରଭାବିତ ୧୫ଟି ଜିଲ୍ଲାର ୧୭ଟି ବ୍ଳକରେ ଥିବା ଏହି କଲେଜ ଗୁଡ଼ିକରେ ଏହି ଫି ଛାଡ଼ ହେବ। ଏନେଇ ବିଧିବଦ୍ଧ ଭାବେ ଉଚ୍ଚ ଶିକ୍ଷା ବିଭାଗ ସୂଚନା ଦେଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଚିଠି ହସ୍ତଗତ ହେବା ପରେ ଏହି ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ ମାଗିଛନ୍ତି। କଲେଜ ଏବଂ ଛାତ୍ରଛାତ୍ରୀଙ୍କ ତାଲିକା ବିଭାଗ ନିକଟରେ ତୁରନ୍ତ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ।</p>

Ordigital Desk
  • Published: Saturday, 09 December 2017
  • Updated: 09 December 2017, 09:04 AM IST
<p>ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଜିଲ୍ଲାର ସରକାରୀ ସାହାଯ୍ୟପ୍ରାପ୍ତ କଲେଜ ଗୁଡ଼ିକରେ ଆଡମିସନ୍ ଏବଂ ଟ୍ୟୁସନ୍ ଫି ଛାଡ଼ ହେବ। ଚଳିତ ଖରିଫ ଋ଼ତୁରେ ମରୁଡ଼ି ପ୍ରଭାବିତ ୧୫ଟି ଜିଲ୍ଲାର ୧୭ଟି ବ୍ଳକରେ ଥିବା ଏହି କଲେଜ ଗୁଡ଼ିକରେ ଏହି ଫି ଛାଡ଼ ହେବ। ଏନେଇ ବିଧିବଦ୍ଧ ଭାବେ ଉଚ୍ଚ ଶିକ୍ଷା ବିଭାଗ ସୂଚନା ଦେଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଚିଠି ହସ୍ତଗତ ହେବା ପରେ ଏହି ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ ମାଗିଛନ୍ତି। କଲେଜ ଏବଂ ଛାତ୍ରଛାତ୍ରୀଙ୍କ ତାଲିକା ବିଭାଗ ନିକଟରେ ତୁରନ୍ତ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos