ଭୁବନେଶ୍ୱର ୧ ନମ୍ବର ହାଟ ବାହାରେ ବାଇକ ପାର୍କିଂ କଲେ ଅଡୁଆରେ ପଡ଼ିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ ପାର୍କିଂ ମନା। ବାଇକ ପାର୍କିଂ କଲେ ଅଡୁଆରେ ପଡିବେ ଗାଡ଼ି ଚାଳକ। କେବଳ ସିଙ୍ଗଲ୍‌ ଲେନ୍‌ରେ ଚାରି ଚକିଆ ଯାନ ରହିବା ସହ ସେ ସବୁ ୪୫ ଡ଼ିଗ୍ରୀ କୋଣ କରି ପାର୍କିଂ ହେବ। ବାଇକ ଗୁଡ଼ିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଆଜିଠାରୁ ଏନେଇ ଡିସିପି ଟ୍ରାଫିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ ରାସ୍ତାକଡ଼ରେ ଉଠାଦୋକାନ […]

bike-parking

bike-parking

Manoranjan Sial
  • Published: Monday, 20 January 2020
  • Updated: 20 January 2020, 09:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ ପାର୍କିଂ ମନା। ବାଇକ ପାର୍କିଂ କଲେ ଅଡୁଆରେ ପଡିବେ ଗାଡ଼ି ଚାଳକ। କେବଳ ସିଙ୍ଗଲ୍‌ ଲେନ୍‌ରେ ଚାରି ଚକିଆ ଯାନ ରହିବା ସହ ସେ ସବୁ ୪୫ ଡ଼ିଗ୍ରୀ କୋଣ କରି ପାର୍କିଂ ହେବ।

ବାଇକ ଗୁଡ଼ିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଆଜିଠାରୁ ଏନେଇ ଡିସିପି ଟ୍ରାଫିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ ରାସ୍ତାକଡ଼ରେ ଉଠାଦୋକାନ ଗୁଡ଼ିକ ମଧ୍ୟ ଉଚ୍ଛେଦ କାମ ଚାଲିଛି।

ଏଥିସହ ଆଗକୁ ଭୂମିତଳ ରାସ୍ତାକୁ ଆହୁରି ସୁଗମ କରାଯିବ। ୟୁନିଟ୍‌ ୧ ଓ ୟୁନିଟ ୨ ମାର୍କେଟ୍‌ ରାସ୍ତାକୁ ଯିବାକୁ ହେଲେ ଲୋକ ରାସ୍ତାପାରି ହେଉଥିଲେ । ଏହାଦ୍ୱାରା ଟ୍ରାଫିକ ସମସ୍ୟା ହେଉଥିଲା, ତେଣୁ ରାସ୍ତା ପାରି ହେଉଥିବା ସ୍ଥାନକୁ ବନ୍ଦ କରାଯାଇ, ଭୂମିତଳ ରାସ୍ତାର ବହୁଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story