ଜାନୁଆରୀ-ଫେବୃଆରୀରେ ହେବନି CBSE ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ-ଫେବୃଆରୀରେ CBSE ବୋର୍ଡ ପରୀକ୍ଷା ହେବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଏହି ଘୋଷଣା କରିଛନ୍ତି। ଶିକ୍ଷକମାନଙ୍କ ୨୨ତମ ଶିକ୍ଷା ସମ୍ବାଦରେ ଯୋଗଦେବା ଅବସରରେ ରମେଶ ପୋଖରିୟାଲ୍ ଅନଲାଇନ୍ ଶିକ୍ଷା, ବୋର୍ଡ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ମୂଲ୍ୟାଙ୍କନ, ଶିକ୍ଷକଙ୍କ ଟ୍ରେନିଂ ଏବଂ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ ସମସ୍ୟାକୁ ନେଇ ବିସ୍ତୁତ […]

cbse

cbse

Ranjit Kumar Jena
  • Published: Tuesday, 22 December 2020
  • Updated: 22 December 2020, 07:00 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ-ଫେବୃଆରୀରେ CBSE ବୋର୍ଡ ପରୀକ୍ଷା ହେବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଏହି ଘୋଷଣା କରିଛନ୍ତି।

ଶିକ୍ଷକମାନଙ୍କ ୨୨ତମ ଶିକ୍ଷା ସମ୍ବାଦରେ ଯୋଗଦେବା ଅବସରରେ ରମେଶ ପୋଖରିୟାଲ୍ ଅନଲାଇନ୍ ଶିକ୍ଷା, ବୋର୍ଡ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ମୂଲ୍ୟାଙ୍କନ, ଶିକ୍ଷକଙ୍କ ଟ୍ରେନିଂ ଏବଂ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ ସମସ୍ୟାକୁ ନେଇ ବିସ୍ତୁତ ଆଲୋଚନା କରିଥିଲେ। ଏହି ଶିକ୍ଷା ସମ୍ବାଦ କାର୍ଯ୍ୟକ୍ରମରେ ଦେଶର ହଜାର ହଜାର ଶିକ୍ଷକ ଭାଗ ନେଇଥିଲେ।

ଏହି ଅବସରରେ ଜଣେ ଶିକ୍ଷକଙ୍କ ପ୍ରଶ୍ନର ଜବାବ ଦେଇ ଶିକ୍ଷା ମନ୍ତ୍ରୀ କହିଛନ୍ତି, ପ୍ରତିବର୍ଷ ଜାନୁଆରୀ ଓ ଫେବୃଆରୀରେ ବୋର୍ଡ ପରୀକ୍ଷା ହୋଇଥାଏ। କିନନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ପରୀକ୍ଷା ଆୟୋଜନ କରିବା ସମ୍ଭବ ନୁହେଁ। ୨୦୨୧, ଫେବୃଆରୀ ମାସ ପରେ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରାଯାଇପାରେ।

ଏହି ଅବସରରେ ଶିକ୍ଷା ମନ୍ତ୍ରୀ ଆହୁରି ଅନେକ ବିଷୟ ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ମୁଁ ସର୍ବଦା ଶିକ୍ଷକଙ୍କ ସହ କଥାବାର୍ତ୍ତା ହେବା, ଆଶା ଓ ଆକାଂକ୍ଷାକୁ ବୁଝିବାକୁ ଏବଂ ସେମାନଙ୍କ ଆବଶ୍ୟକ ମୁତାବକ କାମ କରିବାକୁ ଚାହେଁ। ମୁଁ ବି ଜଣେ ଶିକ୍ଷକ। ତେଣୁ ଶିକ୍ଷକଙ୍କ ଆବଶ୍ୟକ କ'ଣ, ତାହା ମୋତେ ଭଲଭାବେ ଜଣା ବୋଲି କହିଛନ୍ତି ପୋଖରିୟାଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story