ଟ୍ରକ୍ ପିଟି ଦେବା ପରେ ଘଣ୍ଟାଏ କାଳ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଲେ

ପାରାଦୀପ (ରମାକାନ୍ତ ନାୟକ): ପାଞ୍ଚ ନମ୍ବର (କ) ଜାତୀୟ ରାଜପଥର ହାତୀଟାଙ୍କି ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପ ଆଡ଼କୁ ଯାଉଥିବା ଏକ ୧୪ ଚକିଆ ଟ୍ରକ୍‌ ଧକ୍କାରେ ଦୁଇ ଜଣ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତକଙ୍କ ନାଁ ଅଞ୍ଜନ ଦାସ। ଆହତଙ୍କ ନାଁ ତପନ ସାହୁ। ତପନଙ୍କ ଘର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗାଁରେ […]

acc1

acc1

Jitendra Garnayak
  • Published: Monday, 21 January 2019
  • Updated: 21 January 2019, 11:38 AM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ): ପାଞ୍ଚ ନମ୍ବର (କ) ଜାତୀୟ ରାଜପଥର ହାତୀଟାଙ୍କି ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପ ଆଡ଼କୁ ଯାଉଥିବା ଏକ ୧୪ ଚକିଆ ଟ୍ରକ୍‌ ଧକ୍କାରେ ଦୁଇ ଜଣ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

ମୃତକଙ୍କ ନାଁ ଅଞ୍ଜନ ଦାସ। ଆହତଙ୍କ ନାଁ ତପନ ସାହୁ।

ତପନଙ୍କ ଘର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗାଁରେ ହୋଇଥିବା ବେଳେ ଅଞ୍ଜନ ଛେଡ଼କାଣୀ ଗାଁର ବାସିନ୍ଦା ଥିଲେ।

ତପନଙ୍କ ଭଳି ଅଞ୍ଜନ ବି ପାରାଦୀପର ଏକ କଂପାନୀରେ କାମ କରୁଥିଲେ। କାମ ସାରି ଘରକୁ ଫେରୁଥିବା ବେଳେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଅଞ୍ଜନଙ୍କର ଡାହାଣ ଗୋଡ଼ ପୂରା ନଷ୍ଟ ହୋଇଯାଇଥିଲା ଓ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେମାନେ ପେଟ୍ରୋଲ୍ ଟାଙ୍କିରେ ତେଲ ପକାଇ ରାସ୍ତାକୁ ବାହାରୁଥିବା ବେଳେ ଟ୍ରକ୍‌ଟି ସେମାନଙ୍କୁ ପିଟି ଦେଇଥିଲା।

bikeସବୁଠୁ ବିଡ଼ମ୍ବନାର ବିଷୟ ହେଉଛି, ଅଞ୍ଜନ ଓ ତପନ ଘଣ୍ଟାଏ କାଳ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଲୋକେ ସେଠାରେ ରୁଣ୍ଡ ହୋଇଥିଲେ ବି ସେମାନଙ୍କୁ ହସ୍‌ପିଟାଲ୍‌ ନେଇ ନଥିଲେ। ଘଣ୍ଟାଏ ପରେ ପୁଲିସ୍ ପହଞ୍ଚି ସେମାନଙ୍କୁ ଅଠରବାଙ୍କି ଡାକ୍ତରଖାନାକୁ ନେଇଥିଲା। ସେଠାରେ ଅଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ତପନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକେ ସେଠାରେ ରାସ୍ତାରେ ଥିବା କଟ୍ ବନ୍ଦ କରିବାକୁ ଓ ହଂପ୍‌ସ ତିଆରି କରିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story