ଏଥର ବିନା ଭକ୍ତରେ ବଡ଼ଓଷା

ଆଠଗଡ଼: ଧବଳେଶ୍ୱରଙ୍କ ପୀଠରେ ବଡଓଷା ଓ ପଞ୍ଚକ ନିମନ୍ତେ ଆଠଗଡ଼ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ ହୋଇଛି। କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷ ବିନା ଭକ୍ତରେ ବଡ଼ଓଷା ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ୨୫ରୁ ୩୦ତାରିଖ ପର୍ଯ୍ୟନ୍ତ ୬ଦିନ ଧରି ପଞ୍ଚକ ବ୍ରତ ପାଳନ ହେବ। ୨୫, ୨୬ ଓ ୨୭ ତିନିଦିନ ଧରି ବଡ଼ସିଂହାର ବେଶ, ୨୮ ଓ ୨୯ରେ ନାଗାର୍ଜୁନ ବେଶ, ୩୦ତାରିଖରେ ଯୋଗୀବେଶ କରାଯିବ। ଧବଳେଶ୍ୱର […]

bada-osha

bada-osha

Ranjit Kumar Jena
  • Published: Friday, 06 November 2020
  • Updated: 06 November 2020, 03:58 PM IST

Sports

Latest News

ଆଠଗଡ଼: ଧବଳେଶ୍ୱରଙ୍କ ପୀଠରେ ବଡଓଷା ଓ ପଞ୍ଚକ ନିମନ୍ତେ ଆଠଗଡ଼ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ ହୋଇଛି। କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷ ବିନା ଭକ୍ତରେ ବଡ଼ଓଷା ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ନଭେମ୍ବର ୨୫ରୁ ୩୦ତାରିଖ ପର୍ଯ୍ୟନ୍ତ ୬ଦିନ ଧରି ପଞ୍ଚକ ବ୍ରତ ପାଳନ ହେବ। ୨୫, ୨୬ ଓ ୨୭ ତିନିଦିନ ଧରି ବଡ଼ସିଂହାର ବେଶ, ୨୮ ଓ ୨୯ରେ ନାଗାର୍ଜୁନ ବେଶ, ୩୦ତାରିଖରେ ଯୋଗୀବେଶ କରାଯିବ। ଧବଳେଶ୍ୱର ମନ୍ଦିର ତଥା ମନ୍ଦିର ସଲଗ୍ନ ସମସ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହେବ।

ଏହାସହ କୋଭିଡ୍ ନିୟମ ପାଇଁ ବିନା ଭକ୍ତରେ ଚଳିତ ବର୍ଷ ପଞ୍ଚକ ଯାତ୍ରା କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ପ୍ରଶାସନିକ ଅଧିକାରୀ, ପୁଲିସ୍ ଅଧିକାରୀ ଓ ପୂଜକ ସମାଜ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story