ଆଜିଠୁ ନୂଆ ନିୟମ ଲାଗୁ; ଗାଡ଼ି ଚଳାଇବା ବେଳେ ଦରକାର ପଡ଼ିବନି DL

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଡ଼ି ଚଳାଇବା ବେଳେ ଏଣିକି ଦରକାର ପଡ଼ିବନି DL ଓ ଅନ୍ୟ କାଗଜପତ୍ର । ଯଦି ବି ଚାଳକ ଏସବୁ ନିଜ ସହ ନେଇନାହାନ୍ତି ତେବେ ବି ସେମାନଙ୍କ ଉପରେ ଲାଗୁ ହେବନି ଜୋରିମାନା । ତେବେ ଚାଳକଙ୍କୁ ଏସବୁକୁ ନିଜ ମୋବାଇଲ୍‌ର ଡିଜି ଲକ୍‌ ଆପ୍ ଓ ଏମ୍. ପରିବହନ ଆପ୍‌ରେ ଡିଜିଟାଲ୍ କପି ରଖିବାକୁ ପଡ଼ିବ । ନୂଆ ମୋଟର ଯାନ ଆଇନର ଡିଜିଟାଲ୍ ବ୍ୟବସ୍ଥାରେ ଏନେଇ ଆଜିଠୁ ନୂଆ ନିୟମ […]

gadi-1

gadi-1

Niharika Rout
  • Published: Thursday, 01 October 2020
  • Updated: 01 October 2020, 10:28 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଡ଼ି ଚଳାଇବା ବେଳେ ଏଣିକି ଦରକାର ପଡ଼ିବନି DL ଓ ଅନ୍ୟ କାଗଜପତ୍ର । ଯଦି ବି ଚାଳକ ଏସବୁ ନିଜ ସହ ନେଇନାହାନ୍ତି ତେବେ ବି ସେମାନଙ୍କ ଉପରେ ଲାଗୁ ହେବନି ଜୋରିମାନା । ତେବେ ଚାଳକଙ୍କୁ ଏସବୁକୁ ନିଜ ମୋବାଇଲ୍‌ର ଡିଜି ଲକ୍‌ ଆପ୍ ଓ ଏମ୍. ପରିବହନ ଆପ୍‌ରେ ଡିଜିଟାଲ୍ କପି ରଖିବାକୁ ପଡ଼ିବ । ନୂଆ ମୋଟର ଯାନ ଆଇନର ଡିଜିଟାଲ୍ ବ୍ୟବସ୍ଥାରେ ଏନେଇ ଆଜିଠୁ ନୂଆ ନିୟମ ଲାଗୁ ହୋଇଛି ।

ଗାଡ଼ି ଯାଞ୍ଚ ବେଳେ ଏଣିକି ଆଉ DL,  PUC,  ଇନସୁରାନ୍ସ ସମେତ ଅନ୍ୟ କାଗଜପତ୍ରର ହାର୍ଡ କପି ଧରିବା ବାଧ୍ୟତାମୂଳକ ନୁହେଁ । ଚେକିଂ ବେଳେ ଡିଜିଟାଲ୍ କପି ଦେଖାଇ ହେବ ।

ଏନେଇ ଗତବର୍ଷ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟର ବିଭାଗ ଓ ପୋଲିସ୍ ସହ ଏନେଇ ସହଯୋଗ କରିବାକୁ ଆଲୋଚନା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos