ଏକାନ୍ତବାସରେ ଅଛନ୍ତି କି ନେତା ମନ୍ତ୍ରୀ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇମାସ ହେବ ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା । ଅମଲାଙ୍କୁ ଆଗରେ ରଖି ଏବେ କରୋନା ସହ ଯୁଦ୍ଧ ଲଢୁଛନ୍ତି ସରକାର । କିନ୍ତୁ ମଇଦାନରେ ଦେଖିବାକୁ ମିଳୁନାହାନ୍ତି ଅସଲ ସେନାପତି । ଆମେ କହୁଛୁ ବିଭିନ୍ନ ବିଭାଗର ଦାୟିତ୍ୱ ମୁଣ୍ଡାଇଥିବା ଆମ ରାଜ୍ୟର ମନ୍ତ୍ରୀମାନଙ୍କ କଥା। ୨-୩ ଜଣଙ୍କୁ ଛାଡ଼ିଦେଲେ ଅନେକ ଦିନ ହେବ ମନ୍ତ୍ରୀଙ୍କ ଚେହେରା ଦେଖିନାହାନ୍ତି ରାଜ୍ୟବାସୀ । ତେଣୁ ସାଧାରଣରେ ପ୍ରଶ୍ନ ଅଫିସରଙ୍କ ଭିଡ଼ ଭିତରେ ମନ୍ତ୍ରୀ […]

6bnm

6bnm

Tapas Behera
  • Published: Thursday, 14 May 2020
  • Updated: 14 May 2020, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇମାସ ହେବ ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା । ଅମଲାଙ୍କୁ ଆଗରେ ରଖି ଏବେ କରୋନା ସହ ଯୁଦ୍ଧ ଲଢୁଛନ୍ତି ସରକାର । କିନ୍ତୁ ମଇଦାନରେ ଦେଖିବାକୁ ମିଳୁନାହାନ୍ତି ଅସଲ ସେନାପତି । ଆମେ କହୁଛୁ ବିଭିନ୍ନ ବିଭାଗର ଦାୟିତ୍ୱ ମୁଣ୍ଡାଇଥିବା ଆମ ରାଜ୍ୟର ମନ୍ତ୍ରୀମାନଙ୍କ କଥା। ୨-୩ ଜଣଙ୍କୁ ଛାଡ଼ିଦେଲେ ଅନେକ ଦିନ ହେବ ମନ୍ତ୍ରୀଙ୍କ ଚେହେରା ଦେଖିନାହାନ୍ତି ରାଜ୍ୟବାସୀ । ତେଣୁ ସାଧାରଣରେ ପ୍ରଶ୍ନ ଅଫିସରଙ୍କ ଭିଡ଼ ଭିତରେ ମନ୍ତ୍ରୀ ଓ ଜନପ୍ରତିନିଧିଙ୍କୁ ପାସୋରି ଗଲେ କି ସରକାର? ଖାଲି ଜନସାଧାରଣ ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ଖୋଦ୍ ଶାସକ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲେଖିଥିବା ଚିଠି ବି ଏଭଳି ପ୍ରଶ୍ନକୁ ଶକ୍ତକରି ସରକାରଙ୍କ ଆଗରେ ଠିଆ କରେଇଛି । ରାଜ୍ୟକୁ ଏବେ ପ୍ରବାସ ଫେରନ୍ତାଙ୍କ ସୁଅ ଛୁଟୁଛି ।

ଟ୍ରେନ୍‌କୁ ବାଦ୍ ଦେଲେ ବସ୍, ଟ୍ରକ୍, ସାଇକେଲ ଓ ଚାଲି ଚାଲି ବି ଦେଶର କୋଣ ଅନୁକୋଣରୁ ଆସୁଛନ୍ତି ମେହନତି ମଣିଷ। ଏପରି ସ୍ଥିତିରେ ବଢ଼ିଛି ଶ୍ରମମନ୍ତ୍ରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ହେଲେ ଲକ୍‌ଡାଉନ୍ ପରଠୁ ଲୋକସେବା ଭବନରେ ପାଦ ପଡ଼ିନି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କର। ରାଜଧାନୀରେ ତାଙ୍କ ସରକାରୀ ବାସଭବନ ଦିନ ଦ୍ୱିପ୍ରହରରେ ବି ଲାଇଟ୍ ଜଳୁଛି। ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ତାଙ୍କର ମଧ୍ୟ ବହୁ ଦିନ ହେଲା ଦେଖା ନାହିଁ। ମହିଳା ଶିଶୁବିକାଶ ଓ ମିଶନ୍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମିଶନଶକ୍ତି ଅଧିନରେ ସ୍ୱୟଂ ସହାୟକ ଗୋଷ୍ଠୀର କାମ ହେଉ ଅବା ଅଙ୍ଗନବାଡ଼ି ପରିଚାଳନା- ତାଙ୍କ ବିଭାଗର କୋଭିଡ ମୁକାବିଲାର ରଣନୀତି ବଖାଣୁଛନ୍ତି ମିଶନ୍ ଶକ୍ତି ନିର୍ଦ୍ଦେଶିକା। ଆଉ ମନ୍ତ୍ରୀଙ୍କ ସରକାରୀ ବାସଭବନ ଏକଦମ୍ ଖାଁ ଖାଁ। ଅର୍ଥମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସରକାର ଗଠନ କରିଥିବା କୋଭିଡ ମୁକାବିଲା ମନ୍ତ୍ରୀସ୍ତରୀୟ କମିଟିର ସେ ମୁଖିଆ।

ହେଲେ କରୋନା କାୟା ମେଲାଇବା ଦିନରୁ ହିଁ ନିରଞ୍ଜନଙ୍କ ତୁଣ୍ଡ ବନ୍ଦ । ତେବେ କେବଳ ସୋଶାଲ୍ ମିଡିଆରେ ହିଁ ସାମ୍ନାକୁ ଆସୁଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କୋଭିଡ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କିଛି କ୍ୟାବିନେଟ୍ ମନ୍ତ୍ରୀଙ୍କ ଏଭଳି ଗାୟବ ହେବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତେରଛାବାଣ ମାରିଛନ୍ତି ବିରୋଧୀ। ହେଲେ କିଛି ମନ୍ତ୍ରୀ କିନ୍ତୁ ନିଜ ବିଭାଗର ପଦକ୍ଷେପ ନେଇ ଗଣମାଧ୍ୟମକୁ ଅସୁଛନ୍ତି । ପରିବହନ ମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ମଝିରେ ମଝିରେ ସମୀକ୍ଷା ବୈଠକ କରୁଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଏବଂ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ କାଁଭାଁ ଦେଖିବାକୁ ମିଳୁଛି। ତେଣୁ ପ୍ରଶ୍ନ ଉଠୁଛି ସତରେ କଣ ମନ୍ତ୍ରୀମାନେ ନିଜ ବିଭାଗର କାଯର୍ୟକ୍ରମ ସଂପର୍କରେ ଜାଣୁନାହାନ୍ତି, ନା ଜାଣିଶୁଣି ସେମାନଙ୍କୁ ଗଣମାଧ୍ୟମରୁ ଦୂରେଇ ରଖାଯାଇଛି ।

ତେବେ କରୋନା ମୁକାବିଲାରେ ବିଧାୟକଙ୍କୁ ପ୍ରଶାସନ ଯେ ଉପେକ୍ଷା କରୁଛି ତାର ପ୍ରମାଣ ଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ ବିଧାୟକଙ୍କୁ ବିଶ୍ୱାସକୁ ନେଇ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପ୍ରଦୀପ। କରୋନା ମୁକାବିଲାରେ ସବୁଠୁ ବଡ଼ ଭୂମିକା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ ବି ସ୍ୱାଧୀନ ଭାବେ ବିଭାଗ ନିଷ୍ପତ୍ତି ନେଇ ପାରୁନଥିବା ଚର୍ଚ୍ଚା ହେଉଛି । କିଛିଦିନ ତଳେ ନିଜେ ଦେଇଥିବା ବୟାନକୁ ନେଇ ଅଡୁଆରେ ପଡ଼ିବା ପରେ ଏବେ ମାପିଚୁପି କହୁଛନ୍ତି , ନହେଲେ ଚୁପ୍ ରହୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story