ଶରୀରରେ ଅକ୍ସିଜେନ୍ ମାତ୍ରା କେମିତି ବଢ଼ାଇବେ ? ସୂଚନା ଦେଲେ ଡାକ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହରରେ ଦେଶରେ ଅକ୍ସିଜେନ୍ ସଙ୍କଟ ଦେଖା ଦେଇଛି। ଯେହେତୁ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତେଣୁ ଏତେ ମାତ୍ରାରେ ଅକ୍ସିଜେନ୍ ଯୋଗାଇବା ସରକାରଙ୍କ ପକ୍ଷେ କଷ୍ଟକର ହେଉଛି । ତେବେ କେଉଁ ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକତା ଅଧିକ ରହିଛି, ସେ ନେଇ ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ ପରାମର୍ଶ ଦେଇଛନ୍ତି। ଡାକ୍ତର କ୍ଷୀରୋଦ ରାଉତ କହିଛନ୍ତି, ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ୍ ଆବଶ୍ୟକ ନଥାଏ […]

oxygen

oxygen

Ranjit Kumar Jena
  • Published: Friday, 07 May 2021
  • Updated: 07 May 2021, 06:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହରରେ ଦେଶରେ ଅକ୍ସିଜେନ୍ ସଙ୍କଟ ଦେଖା ଦେଇଛି। ଯେହେତୁ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତେଣୁ ଏତେ ମାତ୍ରାରେ ଅକ୍ସିଜେନ୍ ଯୋଗାଇବା ସରକାରଙ୍କ ପକ୍ଷେ କଷ୍ଟକର ହେଉଛି । ତେବେ କେଉଁ ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକତା ଅଧିକ ରହିଛି, ସେ ନେଇ ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ ପରାମର୍ଶ ଦେଇଛନ୍ତି।

ଡାକ୍ତର କ୍ଷୀରୋଦ ରାଉତ କହିଛନ୍ତି, ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ୍ ଆବଶ୍ୟକ ନଥାଏ । ଯେଉଁ ରୋଗୀଙ୍କର ଅକ୍ସିଜେନ୍ ମାତ୍ରା ୯୪ରୁ ତଳକୁ ଖସେ, ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । ଅକ୍ସିଜେନ୍ ସ୍ତର ବଢ଼ାଇବା ପାଇଁ ଅନ୍ୟ ଉପାୟ ମଧ୍ୟ ରହିଛି । କିଛି ବ୍ୟାୟାମ କରିବା ଦ୍ୱାରା ଶରୀରରେ ଅକ୍ସିଜେନ୍ ମାତ୍ରାକୁ ପୁଣିଥରେ ବଢ଼ାଇ ହେବ। ପ୍ରୋନିଂ ବା ପେଟ ମାଡ଼ି ଶୋଇବା ଦ୍ୱାରା ଅକ୍ସିଜେନ୍ ସ୍ତର ବୃଦ୍ଧି ପାଇଥାଏ । ନହେଲେ ଅନୁଲୋମ ବିଲୋମ, ଜୋରରେ ନିଶ୍ୱାସ ନେଇ ଛାଡ଼ିବା ଦ୍ୱାରା ବହୁତ ଉପକାର ମିଳିଥାଏ ବୋଲି ଡାକ୍ତର କହିଛନ୍ତି ।

ଡାକ୍ତର କ୍ଷୀରୋଦ ରାଉତ ଆହୁରି କହିଛନ୍ତି, ଅକ୍ସିଜେନ ମାପିବା ପାଇଁ ଅକ୍ସିମିଟରକୁ ସଠିକ୍ ଭାବେ ଲଗାଇବା ନିହାତି ଜରୁରୀ । ଡାହାଣ ହାତ ମଝି ଆଙ୍ଗୁଠିରେ ଅକ୍ସିମିଟର ଲଗାଇବା ଦରକାର । ନହେଲେ ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ ମଧ୍ୟ ଅକ୍ସିମିଟର୍ ଲଗାଇ ପାରିବା । ତେବେ ଅକ୍ସିମିଟର୍ ଭିତରେ ଆଙ୍ଗୁଠି ଠିକ୍ ଭାବେ ଖାପିବା ଜରୁରୀ । ଆଙ୍ଗୁଠିରେ ଯେପରି ନେଲପଲିସ୍ ଲାଗିନଥିବ କି ବଙ୍କାତେଢ଼ି ହୋଇନଥିବା ଦରକାର ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ କରୋନାରେ ଆଉ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ୧୨,୨୩୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ୨୦୭୩ ଜଣ ଅଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ କୌଣସି ଜିଲ୍ଲାରୁ ଦୈନିକ ସଂକ୍ରମଣ ୨ ହଜାର ବା ତା’ଠାରୁ ଅଧିକ ରହିଛି । ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଏଠାରୁ ୧୮୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୯୧୬ ଜଣ ଚିହ୍ନଟ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story