ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଉଠିଲା ଠିକା ନିଯୁକ୍ତି ଯୁଗ। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିଭିତ୍ତିକ ଗ୍ରୁପ ବି, ସି, ଓ ଡି ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ। ବିଜ୍ଞପ୍ତି ଅନୁସାରେ, ଚୁକ୍ତିଭିତ୍ତିକ ନିଯୁକ୍ତି ଦିନ ଠାରୁ ଲାଗୁ ହେବ ଇନକ୍ରିମେଣ୍ଟ। ଯେଉଁମାନେ ୬ ବର୍ଷ ପୂରଣ କରିସାରିଛନ୍ତି, ତାଙ୍କୁ ବି ଗଣନା କରାଯିବ। ନିୟମିତ ହେବା ପରେ […]

CM Naveen Patnaik

CM Naveen Patnaik

Niranjan Mishra
  • Published: Sunday, 16 October 2022
  • Updated: 16 October 2022, 03:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଉଠିଲା ଠିକା ନିଯୁକ୍ତି ଯୁଗ। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିଭିତ୍ତିକ ଗ୍ରୁପ ବି, ସି, ଓ ଡି ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ। ବିଜ୍ଞପ୍ତି ଅନୁସାରେ, ଚୁକ୍ତିଭିତ୍ତିକ ନିଯୁକ୍ତି ଦିନ ଠାରୁ ଲାଗୁ ହେବ ଇନକ୍ରିମେଣ୍ଟ।

ଯେଉଁମାନେ ୬ ବର୍ଷ ପୂରଣ କରିସାରିଛନ୍ତି, ତାଙ୍କୁ ବି ଗଣନା କରାଯିବ। ନିୟମିତ ହେବା ପରେ ସେମାନଙ୍କ ପାଇଁ ପଦୋନ୍ନତି ଲାଗୁ କରାଯିବ। ସେମାନେ ବରିଷ୍ଠତା ଭିତ୍ତିରେ ସରକାରୀ ଚାକିରିର ସବୁ ସୁବିଧା ପାଇବେ। ଠିକା ନିଯୁକ୍ତି ଉଚ୍ଛେଦ ଦ୍ୱାରା ରାଜ୍ୟର ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ ବୋଲି ଗତକାଲି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଦୁଇ ପ୍ରମୁଖ ବିରୋଧୀ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରି ଏହା ନିର୍ବାଚନୀ ଚାଲ୍ ବୋଲି ମତ ରଖିଛନ୍ତି।

https://twitter.com/IPR_Odisha/status/1581538521482813440?s=20&t=qulvohkwM-h-zZT-YgmomA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story