ଔଷଧ ଦୋକାନରେ ଲାଗିଲା ଅଭିଯୋଗ ନମ୍ବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଔଷଧ ଦୋକାନରେ ଲାଗିଲା ଅଭିଯୋଗ ନମ୍ବର। ନକଲି ଔଷଧ ନିୟନ୍ତ୍ରଣ ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଏହି ପଦକ୍ଷେପ ନେଇଛନ୍ତି। ନକଲି ଔଷଧ ବିକ୍ରି ନେଇ ହଲଚଲ ପରେ ଚେତିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ସମସ୍ତ ଔଷଧ ଦୋକାନୀଙ୍କୁ ନୂଆ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆଜି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଦୋକାନ ଆଗରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଅଭିଯୋଗ ନମ୍ବର ଲିଫ୍‌ଲେଟ୍ ଲଗାଇଛନ୍ତି। ଏହି ଲିଫ୍ ଲେଟ୍‌ରେ ଡ୍ରଗ୍ସ […]

complain-1

complain-1

Niranjan Mishra
  • Published: Monday, 17 October 2022
  • Updated: 17 October 2022, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଔଷଧ ଦୋକାନରେ ଲାଗିଲା ଅଭିଯୋଗ ନମ୍ବର। ନକଲି ଔଷଧ ନିୟନ୍ତ୍ରଣ ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଏହି ପଦକ୍ଷେପ ନେଇଛନ୍ତି। ନକଲି ଔଷଧ ବିକ୍ରି ନେଇ ହଲଚଲ ପରେ ଚେତିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ସମସ୍ତ ଔଷଧ ଦୋକାନୀଙ୍କୁ ନୂଆ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆଜି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଦୋକାନ ଆଗରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଅଭିଯୋଗ ନମ୍ବର ଲିଫ୍‌ଲେଟ୍ ଲଗାଇଛନ୍ତି। ଏହି ଲିଫ୍ ଲେଟ୍‌ରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଫୋନ ନମ୍ବର ରହିଛି। ନକଲି ଔଷଧ ସମ୍ପର୍କରେ ଏହି ୱାଟ୍ସ ଆପ୍ ନମ୍ବର ମାଧ୍ୟମରେ ଲୋକେ ଅଭିଯୋଗ କରିପାରିବେ। ସବୁ ଔଷଧ ଦୋକାନରେ ଏହି ନିର୍ଦ୍ଦେଶାନାମା ଲଗାଇବା ବାଧ୍ୟତାମୂଳକ କରାଯାଇଛି। ୱାଟ୍ସ ଆପ୍ ନମ୍ବର ହେଉଛି ୮୮୯୫୪୭୮୫୪୩।

ଏଥିରେ ଲେଖା ରହିଛି ଯେ, ନକଲି, ଅପମିଶ୍ରିତ ଓ ପାର୍ଶ୍ଵ ପ୍ରତିକ୍ରିୟା ଔଷଧ ବାବଦରେ ଯେ କୌଣସି ଅଭିଯୋଗ ଏହି ନମ୍ବରରେ କରି ହେବ। ଭେଷଜ ନିରୀକ୍ଷକ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ସୂଚନା ଅନୁଯାୟୀ, ନକଲି ଔଷଧ ବିକ୍ରି ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଉଭୟ ପୁଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ବିଫଳ ହୋଇଛନ୍ତି। ଦୁର୍ବଳ ଭିତ୍ତିଭୂମି ଏବଂ ଆନ୍ତରିକତାର ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବିଭାଗର ନିଜସ୍ଵ ଗୁଇନ୍ଦା ବ୍ୟବସ୍ଥା ନାହିଁ। ବିଭାଗ ପାଖରେ ଔଷଧ କାରବାର ସଂପର୍କିତ ତଥ୍ୟ ବି ନାହିଁ।

ତେଣୁ ଡ୍ରଗ୍ସ କଣ୍ଟ୍ରୋଲଙ୍କ ଏହି ନୂଆ ବ୍ୟବସ୍ଥା କେତେ ସଫଳ ହେଉଛି ତାହା ଦେଖିବାର କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story