ଡୋଣ୍ଟ୍‌ ଟଚ୍‌ ମି: ଝିଅଙ୍କୁ ଛୁଇଁଲେ ମାରିବ ୨୨୦ ଭୋଲ୍‌ଟର କରେଣ୍ଟ

ନୂଆପଡ଼ା(ମାୟାଧର ସରାଫ): ସାବଧାନ! ଝିଅଙ୍କୁ ଛୁଇଁଲେ ମାରିବ କରେଣ୍ଟ। ତାହା ପୁଣି ୨୨୦ ଭୋଲଟ୍‌ କରେଣ୍ଟ। ମହିଳାଙ୍କ ସୁରକ୍ଷା ଲାଗି ଏଭଳି ଏକ ବୈଦ୍ୟୁତିକ ସଂରଞ୍ଜାମ ପ୍ରସ୍ତୁତ କରିଛନ୍ତି ନୂଆପଡ଼ା ଜିଲ୍ଲାର ଜଣେ କଲେଜ ଛାତ୍ର। ଖଡ଼ଇାଳ ସ୍ଥିତ ଲୋକଦୃଷ୍ଟି କଲେଜ ଅଫ୍ ଆଡଭାନ୍ସଡ୍‌ ଟେକ୍ନୋଲୋଜିର ଯୁକ୍ତ ୩ ଛାତ୍ର ଲଛମନ ଡୁଣ୍ଡି ଏହି ସରଞ୍ଜାମର ଉଦ୍ଧାବନ କରିଛନ୍ତି। ଏହି ସରଂଜାମକୁ ମହିଳାମାନେ ସେମାନଙ୍କ ଦେହରେ ଲଗାଇଲେ ସୁରକ୍ଷିତ ରହିବେ। ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ଯେ […]

nuapada-college-student-instal-a-device-for-safety-of-women

Manoranjan Sial
  • Published: Thursday, 12 December 2019
  • Updated: 12 December 2019, 04:54 PM IST

ନୂଆପଡ଼ା(ମାୟାଧର ସରାଫ): ସାବଧାନ! ଝିଅଙ୍କୁ ଛୁଇଁଲେ ମାରିବ କରେଣ୍ଟ। ତାହା ପୁଣି ୨୨୦ ଭୋଲଟ୍‌ କରେଣ୍ଟ। ମହିଳାଙ୍କ ସୁରକ୍ଷା ଲାଗି ଏଭଳି ଏକ ବୈଦ୍ୟୁତିକ ସଂରଞ୍ଜାମ ପ୍ରସ୍ତୁତ କରିଛନ୍ତି ନୂଆପଡ଼ା ଜିଲ୍ଲାର ଜଣେ କଲେଜ ଛାତ୍ର। ଖଡ଼ଇାଳ ସ୍ଥିତ ଲୋକଦୃଷ୍ଟି କଲେଜ ଅଫ୍ ଆଡଭାନ୍ସଡ୍‌ ଟେକ୍ନୋଲୋଜିର ଯୁକ୍ତ ୩ ଛାତ୍ର ଲଛମନ ଡୁଣ୍ଡି ଏହି ସରଞ୍ଜାମର ଉଦ୍ଧାବନ କରିଛନ୍ତି।

ଏହି ସରଂଜାମକୁ ମହିଳାମାନେ ସେମାନଙ୍କ ଦେହରେ ଲଗାଇଲେ ସୁରକ୍ଷିତ ରହିବେ। ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ଯେ କେହିବି ସ୍ପର୍ଶ କରିବ, ତାକୁ ୨୨୦ ଭୋଲ୍ଟର କରେଣ୍ଟ ଲାଗିବ। ଏହାକୁ ପରିଚାଳନା କରିବା ପାଇଁ ସେ ଅନେକ ସୁବିଧା ମଧ୍ୟ  କରିଛନ୍ତି। ଏଥିରେ ଗୋଟିଏ ଟ୍ରାଂଜିଷ୍ଟର ଓ ଗୋଟିଏ ଟ୍ରାନ୍ସଫର୍ମର ରହିଛି। ଏହାକୁ ଥରେ ଚାର୍ଜ କଲେ, ୬୦ ଘଣ୍ଟା କାମ କରିବ। ସଂରଞ୍ଜାମଟିକୁ ରିମୋଟ୍‌ ମାଧ୍ୟମରେ ପରିଚାଳନା କରିହେବ। ବର୍ତ୍ତମାନ ସ୍ଥିତିରେ ଦେଶରେ ଶିଶୁ, ନାବାଳିକା, ଯୁବତୀ ଓ ମହିଳାଙ୍କ ଉପରେ ଶାରୀରିକ ନିର୍ଯାତନା ବଢି ଥିବାବେଳେ ଏଭଳି ସ୍ଥିତିର ସାମ୍ନା କରିବାକୁ ସେ ଏହି ସଂରଜାମ ପ୍ରସ୍ତୁତ କରିଥିବା କହିଛନ୍ତି।

ସଂରଞ୍ଜାମର ଉଦ୍ଭାବକ ଲଛମନ ଡୁଣ୍ଡି କହିଛନ୍ତି-“ଦିନକୁ ଦିନ ନାରୀଙ୍କ ଉପରେ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ବଢ଼ିଚାଲିଛି। ନାରୀଙ୍କ ସୁରକ୍ଷା ପାଇଁ ଏହି ଡିଭାଇସ୍‌ ଡେଭ୍‌ଲପ୍‌ କରିଛି। ଏହି ସରଞ୍ଜାମକୁ ପିନ୍ଧି ଝିଅମାନେ ବାହାରକୁ ଗଲେ ସୁରକ୍ଷିତ ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story