ନୂଆପଡା: ମାଓ ପ୍ରବଣ ଅଞ୍ଚଳରେ ସ୍ୱାଧୀନତା ଦିବସ ପାଳନ ପାଇଁ  ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆପଡା: ମାଓ ପ୍ରବଣ ନୂଆପଡା ଜିଲ୍ଲାରେ ସ୍ୱାଧୀନତା ଦିବସ ସୁରୁଖୁରରେ ପାଳନ କରାଯିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମାଓବାଦୀ ଆକ୍ରମଣ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ଯାନବାହାନ ଯାଞ୍ଚ କରାଯାଇଛି। ଜିଲ୍ଲାର ସମସ୍ତ ଥାନା ଓ ସିକ୍ୟୁରିଟି ପଷ୍ଟୋକୁ ସଜାଗ କରାଯାଇଛି। ସିଆରଫିଏଫ ସହ ମିଶି ଜିଲ୍ଲାର ବିଭିନ୍ନ ସ୍ଥାନରେ କୋମ୍ବିଂ ଅପେରେସନ କରାଯାଉଛି। ଅଗଷ୍ଟ ୧୫ତାରିଖ ଦିନ ନୂଆପଡା ମିନି ଷ୍ଟାଡିୟମ ଜିଲ୍ଲା ସ୍ତରୀୟ […]

vlcsnap-2015-08-14-13h39m01s527

vlcsnap-2015-08-14-13h39m01s527

Rakesh Mallick
  • Published: Friday, 14 August 2015
  • Updated: 14 August 2015, 08:21 AM IST

ନୂଆପଡା: ମାଓ ପ୍ରବଣ ନୂଆପଡା ଜିଲ୍ଲାରେ ସ୍ୱାଧୀନତା ଦିବସ ସୁରୁଖୁରରେ ପାଳନ କରାଯିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମାଓବାଦୀ ଆକ୍ରମଣ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ଯାନବାହାନ ଯାଞ୍ଚ କରାଯାଇଛି। ଜିଲ୍ଲାର ସମସ୍ତ ଥାନା ଓ ସିକ୍ୟୁରିଟି ପଷ୍ଟୋକୁ ସଜାଗ କରାଯାଇଛି। ସିଆରଫିଏଫ ସହ ମିଶି ଜିଲ୍ଲାର ବିଭିନ୍ନ ସ୍ଥାନରେ କୋମ୍ବିଂ ଅପେରେସନ କରାଯାଉଛି। ଅଗଷ୍ଟ ୧୫ତାରିଖ ଦିନ ନୂଆପଡା ମିନି ଷ୍ଟାଡିୟମ ଜିଲ୍ଲା ସ୍ତରୀୟ ପତାକା ଉତ୍ତୋଳନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସିଆରପିଏଫ, ଏସଓଜି, ସୁରକ୍ଷା ବାହିନୀ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନୂଆପଡା ଏସପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story