ସାଇବର କ୍ରାଇମ୍ ସଂପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

<p>କଟକ: ଖୁବ ଶୀଘ୍ର ସାଇବର କ୍ରାଇମ୍ ସଂପର୍କିତ ଫରେନସିକ୍ ଲାବ୍ କାର୍ଯ୍ୟକ୍ଷମ ହେବ। ରାଜ୍ୟରେ ଖୁବ୍ ଶୀଘ୍ର ରାଇରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ୩ଟି ସାଇବର ଥାନା ହେବ। ଆଜି କଟକରେ ସାଇବର କ୍ରାଇମ୍ ସଂପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ସମାରୋହରେ ପୋଲିସ ଡିଜି ଆର୍. ପି. ଶର୍ମା ଏହା କହିଛନ୍ତି।</p> <p>କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଫରେନସିକ୍, ସାଇନ୍ସ ଲାବର ଅଧିକାରୀ ଓ ଭୁବନେଶ୍ୱର ଫରେନସିକ୍&zwnj; ଲାବର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ତାଲିମ ପ୍ରଦାନ କରିଛନ୍ତି। ଏଥିରେ ରାଜ୍ୟର ସମସ୍ତ ଜିଲ୍ଳାର ପୋଲିସ୍&zwnj; ଅଧିକାରୀମାନେ ଯୋଗ ଦେଇଥିଲେ।</p>

Ordigital Desk
  • Published: Tuesday, 14 November 2017
  • Updated: 14 November 2017, 12:54 PM IST

Sports

Latest News

<p>କଟକ: ଖୁବ ଶୀଘ୍ର ସାଇବର କ୍ରାଇମ୍ ସଂପର୍କିତ ଫରେନସିକ୍ ଲାବ୍ କାର୍ଯ୍ୟକ୍ଷମ ହେବ। ରାଜ୍ୟରେ ଖୁବ୍ ଶୀଘ୍ର ରାଇରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ୩ଟି ସାଇବର ଥାନା ହେବ। ଆଜି କଟକରେ ସାଇବର କ୍ରାଇମ୍ ସଂପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ସମାରୋହରେ ପୋଲିସ ଡିଜି ଆର୍. ପି. ଶର୍ମା ଏହା କହିଛନ୍ତି।</p><p>କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଫରେନସିକ୍, ସାଇନ୍ସ ଲାବର ଅଧିକାରୀ ଓ ଭୁବନେଶ୍ୱର ଫରେନସିକ୍&zwnj; ଲାବର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ତାଲିମ ପ୍ରଦାନ କରିଛନ୍ତି। ଏଥିରେ ରାଜ୍ୟର ସମସ୍ତ ଜିଲ୍ଳାର ପୋଲିସ୍&zwnj; ଅଧିକାରୀମାନେ ଯୋଗ ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos