ଲାଲ ବତୀ ତୁ’ କ୍ରସ୍‌ ନକରନା...

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାସ୍ତାରେ ଟ୍ରାଫିକ୍ ନିୟମ ପାଳନ କରନ୍ତୁ। ସରକାର ଧାର୍ଯ୍ୟ କରିଥିବା ସବୁ ଆଇନକୁ ସମ୍ମାନ ଦିଅନ୍ତୁ। ଏହି ବାର୍ତ୍ତା ନେଇ ନୟାଗଡ଼ର ନୋଟାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ସୁମଧୁର ସଙ୍ଗୀତ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଏହି ସଙ୍ଗୀତ ସାମିଲ ହୋଇଥିବା ବେଳେ ଏହା ସୋଶାଲ୍ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଛି। ଛାତ୍ରଛାତ୍ରୀମାନେ ଗାଇଥିବା ଏ ଗୀତରେ ଟ୍ରାଫିକ ସଚେତନତା ପାଇଁ […]

op1-1

op1-1

Tapas Behera
  • Published: Tuesday, 21 January 2020
  • Updated: 21 January 2020, 06:49 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାସ୍ତାରେ ଟ୍ରାଫିକ୍ ନିୟମ ପାଳନ କରନ୍ତୁ। ସରକାର ଧାର୍ଯ୍ୟ କରିଥିବା ସବୁ ଆଇନକୁ ସମ୍ମାନ ଦିଅନ୍ତୁ। ଏହି ବାର୍ତ୍ତା ନେଇ ନୟାଗଡ଼ର ନୋଟାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ସୁମଧୁର ସଙ୍ଗୀତ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଏହି ସଙ୍ଗୀତ ସାମିଲ ହୋଇଥିବା ବେଳେ ଏହା ସୋଶାଲ୍ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଛି। ଛାତ୍ରଛାତ୍ରୀମାନେ ଗାଇଥିବା ଏ ଗୀତରେ ଟ୍ରାଫିକ ସଚେତନତା ପାଇଁ ସରକାରଙ୍କ ପ୍ରତିଟି ବାର୍ତ୍ତା ସ୍ଥାନ ପାଇଛି।

ଏହି ଗୀତ କିନ୍ତୁ ହିନ୍ଦୀ ଓ ଇଂରାଜୀ ଭାଷାରେ ତିଆରି ହୋଇଛି। ଗୀତରେ ଟ୍ରାଫିକ୍‌ ନିୟମ ବିଷୟରେ ସଚେତନ କରିଛନ୍ତି କୁନିକୁନି ଗାୟକ। ଓବେ ଟ୍ରିଫିକ୍‌ ରୁଲ୍‌ ନାମରେ ଏହି ଗୀତ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

https://youtu.be/IZyfBIK_oYw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story