ଅକ୍ଟୋବର ୧୦ରୁ ରାଉରକେଲାରେ ହେବ ପାସପୋର୍ଟ କ୍ୟାମ୍ପ୍

ଭୁବନେଶ୍ୱର: ରାଉରକେଲାର ଏନଆଇଟି କ୍ୟାମ୍ପସର ଭୁବନେଶ୍ୱର ବେହେରା ଅଡିଟୋରିୟମରେ  ଆସନ୍ତା ଅକ୍ଟୋବର ୧୦ରୁ ଦୁଇଦିନିଆ ପାସପୋର୍ଟ ମେଳା ଆୟୋଜିତ ହେବ। ଏହାକୁ ଆୟୋଜିତ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ କତ୍ତୃପକ୍ଷ। ସକାଳ ୯ ଟାରୁ ଆରମ୍ଭ ହେବ ଏହି ମେଳା। ଏଥିରେ ଆବେଦନକାରୀମାନେ ଫ୍ରେସ/ନର୍ମାଲ ଓ ରିଇସ୍ୟୁ/ନର୍ମାଲ ଭାବେ ଆବେଦନ କରିପାରିବେ। ପାସପୋର୍ଟ ମେଳାରେ ଆବେଦନର ପ୍ରିଣ୍ଟଆଉଟ ସହ ଆବେଦନକାରୀମାନେ ଅରିଜିନାଲ କାଗଜପତ୍ର ସହ ଆସିବା ଦରକାର ବୋଲି କତ୍ତୃପକ୍ଷ ସୂଚନା ଦେଇଛନ୍ତି। ପାସପୋର୍ଟ ମେଳା […]

PSK Bhubaneswar

Rakesh Mallick
  • Published: Tuesday, 29 September 2015
  • , Updated: 30 September 2015, 02:42 AM IST

ଭୁବନେଶ୍ୱର: ରାଉରକେଲାର ଏନଆଇଟି କ୍ୟାମ୍ପସର ଭୁବନେଶ୍ୱର ବେହେରା ଅଡିଟୋରିୟମରେ  ଆସନ୍ତା ଅକ୍ଟୋବର ୧୦ରୁ ଦୁଇଦିନିଆ ପାସପୋର୍ଟ ମେଳା ଆୟୋଜିତ ହେବ। ଏହାକୁ ଆୟୋଜିତ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ କତ୍ତୃପକ୍ଷ। ସକାଳ ୯ ଟାରୁ ଆରମ୍ଭ ହେବ ଏହି ମେଳା। ଏଥିରେ ଆବେଦନକାରୀମାନେ ଫ୍ରେସ/ନର୍ମାଲ ଓ ରିଇସ୍ୟୁ/ନର୍ମାଲ ଭାବେ ଆବେଦନ କରିପାରିବେ। ପାସପୋର୍ଟ ମେଳାରେ ଆବେଦନର ପ୍ରିଣ୍ଟଆଉଟ ସହ ଆବେଦନକାରୀମାନେ ଅରିଜିନାଲ କାଗଜପତ୍ର ସହ ଆସିବା ଦରକାର ବୋଲି କତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପାସପୋର୍ଟ ମେଳା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ www.passportindia.gov.in ୱେବସାଇଟରେ ଉପଲବ୍ଧ ହୋଇଛି।ଏନେଇ ଆସନ୍ତା ୫ ତାରିଖ ଦିନ ୧୧ଟାରୁ ପାସପୋର୍ଟ କ୍ୟାମ୍ପ ନେଇ ଅନଲାଇନ ଆପଏଣ୍ଟମେଣ୍ଟ୍ ତାଲିକା ପ୍ରକାଶିତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ପାସପୋର୍ଟ ଅଧିକାରୀ ସୂଚନା ଦେଇଛନ୍ତି।

Related story