ରାଜଧାନୀରେ ରୋଡ୍‌ ରୋମିଓଙ୍କ ଉତ୍ପାତ, ହିରୋଇନ୍‌ଙ୍କୁ ହଲାପଟା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ରୋଡ୍ ରୋମିଓଙ୍କ ରାଜ୍। ରାତି ଅଧରେ ସୁଟିଂ ସାରି ଫେରୁଥିବା ବେଳେ ଅଭିନେତା ଓ ଅଭିନେତ୍ରୀଙ୍କୁ ହଇରାଣ ହରକତ କରିଥିଲେ ରୋଡ ରୋମିଓ। ତେବେ ପୁଲିସର ପାଟ୍ରୋଲିଂ ଗାଡ଼ି ଆସିବାରୁ ଅଭିଯୁକ୍ତ ରୋଡ୍‌ ରୋମିଓମାନେ ପଳାଇ ଯାଇଥିଲେ। ଗତକାଲି ରାତିରେ ମେଲୋଡ଼ି କାର୍ଯ୍ୟକ୍ରମ ସାରି କେତେକ କଳାକାର ଗାଡ଼ିରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଏନ୍‌ଏଚ୍‌ର ଖଣ୍ଡଗିରି ଛକ ପରେ କେତେକ ରୋଡ୍‌ ରୋମିଓ ବାଇକ୍‌ରେ ଆସି ଅଭିନେତା ଓ ଅଭିନେତ୍ରୀଙ୍କ […]

road-romio-in-bbsr

road-romio-in-bbsr

Manoranjan Sial
  • Published: Wednesday, 23 October 2019
  • Updated: 23 October 2019, 06:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ରୋଡ୍ ରୋମିଓଙ୍କ ରାଜ୍। ରାତି ଅଧରେ ସୁଟିଂ ସାରି ଫେରୁଥିବା ବେଳେ ଅଭିନେତା ଓ ଅଭିନେତ୍ରୀଙ୍କୁ ହଇରାଣ ହରକତ କରିଥିଲେ ରୋଡ ରୋମିଓ। ତେବେ ପୁଲିସର ପାଟ୍ରୋଲିଂ ଗାଡ଼ି ଆସିବାରୁ ଅଭିଯୁକ୍ତ ରୋଡ୍‌ ରୋମିଓମାନେ ପଳାଇ ଯାଇଥିଲେ।

ଗତକାଲି ରାତିରେ ମେଲୋଡ଼ି କାର୍ଯ୍ୟକ୍ରମ ସାରି କେତେକ କଳାକାର ଗାଡ଼ିରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଏନ୍‌ଏଚ୍‌ର ଖଣ୍ଡଗିରି ଛକ ପରେ କେତେକ ରୋଡ୍‌ ରୋମିଓ ବାଇକ୍‌ରେ ଆସି ଅଭିନେତା ଓ ଅଭିନେତ୍ରୀଙ୍କ ଗୁଡ଼ିକୁ ବାଟ ଓଗାଳିଥିଲେ। ଏପରିକି ଆଗକୁ ଯିବାକୁ ଛାଡ଼ିନଥିଲେ। ରୋମିଓମାନେ ହାତରେ ଧରିଥିବା ମଦ ବୋତଲରେ ନିଆଁ ଲଗାଇ କଳାକାରଙ୍କ ଗାଡ଼ି ଉପରକୁ ଫିଙ୍ଗିବା ପାଇଁ ଉଦ୍ୟମ କରୁଥିଲେ। ଏପରିକି ମଝିରେ ମଝିରେ ଅଶ୍ଲୀଳ ଭାଷାରେ ଗାଳି ମଧ୍ୟ ଦେଉଥିଲେ। ଯେଉଁଥିପାଇଁ କଳାକାରମାନେ ଆଗକୁ ଯାଇପାରୁନଥିଲେ। ଏମିତି ବହୁ ସମୟ ଧରି ଚାଲିଥିଲା ଲୋଚକାଳି ଖେଳ। ଶେଷରେ କିଛି ଉପାୟ ନପାଇଁ ଅଭିନେତା ଓ ଅଭିନେତ୍ରୀମାନେ ୧୦୦କୁ ଫୋନ୍‌ କରିଥିଲେ। ଫୋନ୍‌ ପାଇ ଏନ୍‌ଏଚ୍‌ରେ ପୁଲିସ ପହଞ୍ଚିଲା ବେଳକୁ ରୋଡ୍‌ ରୋମିଓମାନେ ପଳାଇ ଯାଇଥିଲେ। ଏବେ ଏହି ଭିଡିଓ ସୋଶାଲ ମିଡିଆରେ ଘୂରି ବୁଲୁଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନି।

ତେବେ ଏଠି ପ୍ରଶ୍ନ ଉଠୁଛି, ଥାନାରେ ଅଭିଯୋଗ ନହେଲେ ମଧ୍ୟ କଣ କମିଶନରେଟ୍‌ ପୁଲିସ ଅଭିଯୁକ୍ତ ରୋଡ୍‌ ରୋମିଓଙ୍କୁ ଧରିବ ନାହିଁ?
https://youtu.be/dsLLZ9x-euc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story