ଦୁଇଟି ପଇଡ଼ର ଦାମ୍ ୭୬୭ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ସର୍ବାଧିକ କେତେ ଟଙ୍କା ଦେଇ ପଇଡ଼ କିଣିଛନ୍ତି? ୨୦ ଟଙ୍କା, ୩୦ ଟଙ୍କା ଏଭଳି ରେଟ୍ ଅଛି ଏବେ ରାଜଧାନୀ ଭୁବନେଶ୍ୱର, ପୁରୀ ଓ କଟକ ଆଦି ସହରରେ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ମାତ୍ର ଦୁଇଟି ପଇଡ଼ ପାଇଁ ଜଣଙ୍କୁ ୭୬୭ ଟଙ୍କା ଗଣିବାକୁ ପଡ଼ିଛି। ଓଡ଼ିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଦୁଇଟି ପଇଡ଼ ପାଇଁ ୭୬୭ ଟଙ୍କା ଦେବାକୁ ପଡ଼ିଛି। ଚେନ୍ନାଇର ଟ୍ରାଇଡେଣ୍ଟ ହୋଟେଲରେ ସେ ଦୁଇଟି […]

coconut water

coconut water

Subhransu Sekhar
  • Published: Sunday, 04 August 2019
  • Updated: 04 August 2019, 03:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ସର୍ବାଧିକ କେତେ ଟଙ୍କା ଦେଇ ପଇଡ଼ କିଣିଛନ୍ତି? ୨୦ ଟଙ୍କା, ୩୦ ଟଙ୍କା ଏଭଳି ରେଟ୍ ଅଛି ଏବେ ରାଜଧାନୀ ଭୁବନେଶ୍ୱର, ପୁରୀ ଓ କଟକ ଆଦି ସହରରେ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ମାତ୍ର ଦୁଇଟି ପଇଡ଼ ପାଇଁ ଜଣଙ୍କୁ ୭୬୭ ଟଙ୍କା ଗଣିବାକୁ ପଡ଼ିଛି।

ଓଡ଼ିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଦୁଇଟି ପଇଡ଼ ପାଇଁ ୭୬୭ ଟଙ୍କା ଦେବାକୁ ପଡ଼ିଛି। ଚେନ୍ନାଇର ଟ୍ରାଇଡେଣ୍ଟ ହୋଟେଲରେ ସେ ଦୁଇଟି ପଇଡ଼ ପାଇଁ ମୋଟ୍ ୭୬୭ ଟଙ୍କା ଦେଇଥିବା ସେ ଟୁଇଟ କରି ବିଲ୍ ସହ ପୋଷ୍ଟ କରିଛନ୍ତି। ବିଲ୍ ଅନୁସାରେ ଗୋଟିଏ ପଇଡ଼ର ଦାମ୍ ୩୨୫ ଟଙ୍କା ଏବଂ ଜିଏସଟି ୯ ପ୍ରତିଶତ ୫୮ ଟଙ୍କା ୫୦ ପଇସା, ଏମିତି ମୋଟ୍ ଦୁଇଟି ପଇଡ଼ ପାଇଁ ୭୬୭ ଟଙ୍କା ସେ ଦେଇଛନ୍ତି।

ଏଥିସହ ଟୁଇଟରେ ଉଲ୍ଲେଖ କରିଛନ୍ତି ଏତେ ଟଙ୍କା ଦେଇ ପଇଡ଼ କିଣିବା ଅପେକ୍ଷା ଦୁଇଟି ବଡ଼ ବିଅର୍ କିଣିଥିଲେ ଭଲ ହୋଇଥାନ୍ତା।

ସୂଚନାଯୋଗ୍ୟ, ନିକଟରେ ବଲିଉଡ ଅଭିନେତା ରାହୁଲ ବୋଷ ମଧ୍ୟ ଚଣ୍ଡିଗଡରେ ଏକ ପଞ୍ଚତାରକା ହୋଟେଲରେ ଦୁଇଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ। ଏହାପରେ ରାହୁଲ ବୋଷ ସୋଶାଲ ମିଡିଆ ଟୁଇଟରରେ କଦଳୀ ବିଲକୁ ପୋଷ୍ଟ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ଏହାପରେ ସିଜିଏସଟିର ଧାରା ୧୧ ଉଲ୍ଲଂଘନ କରି ହୋଟେଲ ବେଆଇନ ଭାବରେ ଏହି ବିଲ୍ ତିଆରି କରିଥିବା ଜଣାପଡ଼ିଥିଲା।

ଏହି ମାମଲାରେ ଚଣ୍ଡିଗଡର ପଞ୍ଚ ତାରକା ହୋଟଲ ଜେଡବ୍ଲ୍ୟୁ ମ୍ୟାରିଅଟ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଇଥିଲା ଚଣ୍ଡିଗଡର ଅବକାରୀ ଓ କର ବିଭାଗ। କାରଣ କଦଳୀ ଜିଏସଟି ପରିସରଭୁକ୍ତ ନୁହେଁ। କିନ୍ତୁ ହୋଟେଲ କତ୍ତୃପକ୍ଷ କଦଳୀକୁ ଜିଏସଟି ପରିସରଭୁକ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story