ସହିଦଙ୍କ ବାପା-ମା’ ଆଖିରେ ଲୁହ: ବୋହୂ କହିଲେ ଘର ଛାଡ଼ିବା ପାଇଁ ବାଧ୍ୟ ହେଲି

ନିଆଳି(ଓଡ଼ିଶା ରିପୋର୍ଟର): ଦେଶ ପାଇଁ ସହିଦ ହୋଇ ମାଟିର ନାଁ ରଖିଲେ। ଗୌରବାନ୍ନିତ ହେଲା ପରିବାର ଓ ଅଞ୍ଚଳ। ହେଲେ ପୁଅ ବୀରଗତି ହେବାର ବର୍ଷକ ପରେ କିନ୍ତୁ ଦୁଃସ୍ଥ ଜୀବନ ବିତାଉଛନ୍ତି ସହିଦ ମନୋଜ ବେହେରାଙ୍କ ବାପା-ମା। ସହିଦ ପରିବାରକୁ ମିଳିଥିବା ସହୁ ସରକାରୀ ସହାୟତାକୁ ବୋହୂ ହ଼ଡ଼ପ କରି ନେବା ପରେ ଏବେ ସେମାନେ ଅସହାୟ ବୋଲି ଅଭିଯୋଗ କରିଛନ୍ତି ପୁଲଓ୍ୱାମା ଆକ୍ରମଣରେ ପ୍ରାଣବଳି ଦେଇଥିବା କଟକ ନିଆଳିର ମନୋଜ ବେହେରାଙ୍କ ବାପା। ବୋହୂ […]

yiop

yiop

Tapas Behera
  • Published: Thursday, 06 February 2020
  • Updated: 06 February 2020, 09:10 PM IST

Sports

Latest News

ନିଆଳି(ଓଡ଼ିଶା ରିପୋର୍ଟର): ଦେଶ ପାଇଁ ସହିଦ ହୋଇ ମାଟିର ନାଁ ରଖିଲେ। ଗୌରବାନ୍ନିତ ହେଲା ପରିବାର ଓ ଅଞ୍ଚଳ। ହେଲେ ପୁଅ ବୀରଗତି ହେବାର ବର୍ଷକ ପରେ କିନ୍ତୁ ଦୁଃସ୍ଥ ଜୀବନ ବିତାଉଛନ୍ତି ସହିଦ ମନୋଜ ବେହେରାଙ୍କ ବାପା-ମା। ସହିଦ ପରିବାରକୁ ମିଳିଥିବା ସହୁ ସରକାରୀ ସହାୟତାକୁ ବୋହୂ ହ଼ଡ଼ପ କରି ନେବା ପରେ ଏବେ ସେମାନେ ଅସହାୟ ବୋଲି ଅଭିଯୋଗ କରିଛନ୍ତି ପୁଲଓ୍ୱାମା ଆକ୍ରମଣରେ ପ୍ରାଣବଳି ଦେଇଥିବା କଟକ ନିଆଳିର ମନୋଜ ବେହେରାଙ୍କ ବାପା। ବୋହୂ କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶାଶୂଘର ଲୋକଙ୍କ ନିର୍ଯାତନା ଓ ଟଙ୍କା ହଡ଼ପ ଉଦ୍ୟମ ଯୋଗୁଁ ସେ ଘର ଛାଡ଼ିଥିବା କହିଛନ୍ତି।

ପୁଅ ଯିବାକୁ ବିତିଲାଣି ବର୍ଷେ। ଦେଶ ପାଇଁ ବଳିଦାନ ଦେଇ ବୀରଗତି ପ୍ରାପ୍ତ ହେବାକୁ ପାଖାପାଖି ୧୨ ମାସ ହେଲାଣି। ହେଲେ ଏବେ ବି ପୁଲଓ୍ୱାମା ଆକ୍ରମଣରେ ସହିଦ ମନୋଜ ବେହେରା ବାପାଙ୍କ ଆଖିରୁ ଶୁଖିନି ଲୁହ, କି ଥମୁନି କୋହ। ଆସନ୍ତା ୧୪ ତାରିଖରେ ପୁଲଓ୍ୱାମା ଆକ୍ରମଣ ଘଟଣାକୁ ପୁରିବ ବର୍ଷେ। ଏଣେ କିନ୍ତୁ ପୁଅକୁ ହରାଇବା ପରେ ଜୀବନ ଦୁର୍ବିସହ ହେବା ସହ ସହିଦ ପରିବାର ହୋଇ ବି ଆର୍ଥିକ ଅନଟନ ଭିତରେ ଦିନ କାଟୁଥିବା କହିଛନ୍ତି ମନୋଜଙ୍କ ବାପା । ଏକମାତ୍ର ପୁଅ ଚାଲିଯିବା ପରେ ବୃଦ୍ଧ ବାପା-ମାଙ୍କ ଆଶାବାଡ଼ି ଥିଲା ବୋହୂ। ହେଲେ ସରକାରଙ୍କ ସବୁ ଆର୍ଥିକ ସହାୟତା ମିଳିବା ପରେ ବୋହୂ, ଶାଶୂଘର ଛାଡ଼ି ଚାଲିଯିବାରୁ ଏବେ ସେମାନେ ନିଶ୍ୱ, ଅସହାୟ ବୋଲି ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ସହିଦଙ୍କ ପତ୍ନୀ ଇଲିଲତାଙ୍କୁ ହେଲେ ଶାଶୂଘର ଲୋକେ ତାଙ୍କ ବିରୋଧରେ ଆଣୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ବୋଲି କହିଛନ୍ତି। ସ୍ୱାମୀ ସହିଦ ହେବା ପରେ ତାଙ୍କ ପ୍ରତି ସମବେଦନା ବଦଳରେ ଶାଶୂ, ନଣନ୍ଦଙ୍କ ଅତ୍ୟାଚାର ସୀମା ଲଂଘିଥିଲା । ଏମିତିକି ତାଙ୍କୁ ବାରମ୍ବାର ବ୍ଲାଙ୍କ୍ ଚେକରେ ଦସ୍ତଖତ, ସାଦା କାଗଜରେ ସାଇନ କରିବାକୁ ବାଧ୍ୟ କରାଯିବାରୁ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ତେଣୁ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି, ଘର ଛାଡ଼ିଥିବା କଥା କାନ୍ଦ-କାନ୍ଦ କଣ୍ଠରେ କହିଛନ୍ତି ଇଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story