‘ଇଣ୍ଡିଆ ଟୁଡେ’ର କଭର୍‌ ପେଜ୍‌ରେ ଓଡ଼ିଆ ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ର ଆଗାମୀ ସଂସ୍କରଣର କଭର ପେଜ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଆ ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ତାଙ୍କ ସହିତ କ୍ରିକେଟରରୁ ରାଜନେତା ପାଲଟିଥିବା ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ଏବଂ ଅଭିନେତା ରବି କିଶନ ପ୍ରମୁଖ ସ୍ଥାନ ପାଇଛନ୍ତି। ଏଥର ସାଧାରଣ ନିର୍ବାଚନରେ କେନ୍ଦୁଝର ଆସନରୁ ଚନ୍ଦ୍ରାଣୀ ମୁର୍ମୁ ଦେଶର କନିଷ୍ଠତମ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀଙ୍କ ବୟସ ଏବେ ୨୫ ବର୍ଷ […]

india-today

india-today

Jyoshna Pradhan
  • Published: Sunday, 02 June 2019
  • Updated: 02 June 2019, 10:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ର ଆଗାମୀ ସଂସ୍କରଣର କଭର ପେଜ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଆ ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ତାଙ୍କ ସହିତ କ୍ରିକେଟରରୁ ରାଜନେତା ପାଲଟିଥିବା ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ଏବଂ ଅଭିନେତା ରବି କିଶନ ପ୍ରମୁଖ ସ୍ଥାନ ପାଇଛନ୍ତି।

ଏଥର ସାଧାରଣ ନିର୍ବାଚନରେ କେନ୍ଦୁଝର ଆସନରୁ ଚନ୍ଦ୍ରାଣୀ ମୁର୍ମୁ ଦେଶର କନିଷ୍ଠତମ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀଙ୍କ ବୟସ ଏବେ ୨୫ ବର୍ଷ ୧୧ ମାସ।

chandrani୨୦୧୭ରେ ଇଞ୍ଜିନିୟରିଂ ପାସ୍‌ କରିବା  ପରେ ଚାକିରି ସନ୍ଧାନରେ ଥିବା ଚନ୍ଦ୍ରାଣୀ ହଠାତ୍ ରାଜନୀତିରେ ପ୍ରବେଶ କରିଥିଲେ। ଆଉ ପ୍ରଥମ ପଦାର୍ପଣରେ ହିଁ ସେ ସଫଳତା ପାଇଛନ୍ତି। ସେ ବିଜେପି ପ୍ରାର୍ଥୀ ତଥା ଦୁଇ ଥର ସାଂସଦ ହୋଇଥିବା ଅନନ୍ତ ନାୟକଙ୍କୁ ୬୬ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଚନ୍ଦ୍ରାଣୀଙ୍କ ପୂର୍ବରୁ ୨୦୧୪ରେ ହରିୟାଣାର ହିସାରରୁ ନିର୍ବାଚିତ ଦୁଶ୍ୟନ୍ତ ଚୌତାଲା ଦେଶର କନିଷ୍ଠତମ ସାଂସଦ ହେବାର ଗୌରବ ଅର୍ଜନ କରିଥିଲେ। ଏପରିକି ଏଥିପାଇଁ ତାଙ୍କ ନାଁ ‘ଲିମ୍‌କା ବୁକ୍‌ ଅଫ୍ ରେକର୍ଡସ୍‌’ରେ ସ୍ଥାନ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story