ଲକ୍‌ଡାଉନ୍‌ରେ ଫିକା ଫିକା ଓଡ଼ିଆ ନବ ବର୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ନୂଆବର୍ଷ ଓ ପଣା ସଂକ୍ରାନ୍ତି ଉପରେ ବି ଲକ୍‌ଡାଉନ୍ ମାଡ଼ । ରାଜ୍ୟର ସମସ୍ତ ଶକ୍ତି ପୀଠ ମାନଙ୍କରେ ପରମ୍ପରା ରକ୍ଷା ଲାଗି ମାଙ୍କ ପୂଜାର୍ଚ୍ଚନା ତ ଚାଲିଛି। ହେଲେ ବନ୍ଦ ରହିଛି ଚଇତି ସାଙ୍ଗକୁ ଝାମୁ ଓ ଦଣ୍ଡ ଯାତ୍ରା। ହନୁମାନ ଜୟନ୍ତୀ ବି ପାଳନ ହେଉଛି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଢଙ୍ଗରେ। ତେବେ ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରଚଳିତ ହୋଇଛି ନୂଆ ପଞ୍ଜିକା। ଘଟଗାଁର ମା ତାରିଣୀ, କାକଟପୁରର […]

b-9087

b-9087

Tapas Behera
  • Published: Monday, 13 April 2020
  • Updated: 13 April 2020, 08:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ନୂଆବର୍ଷ ଓ ପଣା ସଂକ୍ରାନ୍ତି ଉପରେ ବି ଲକ୍‌ଡାଉନ୍ ମାଡ଼ । ରାଜ୍ୟର ସମସ୍ତ ଶକ୍ତି ପୀଠ ମାନଙ୍କରେ ପରମ୍ପରା ରକ୍ଷା ଲାଗି ମାଙ୍କ ପୂଜାର୍ଚ୍ଚନା ତ ଚାଲିଛି। ହେଲେ ବନ୍ଦ ରହିଛି ଚଇତି ସାଙ୍ଗକୁ ଝାମୁ ଓ ଦଣ୍ଡ ଯାତ୍ରା। ହନୁମାନ ଜୟନ୍ତୀ ବି ପାଳନ ହେଉଛି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଢଙ୍ଗରେ। ତେବେ ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରଚଳିତ ହୋଇଛି ନୂଆ ପଞ୍ଜିକା।

ଘଟଗାଁର ମା ତାରିଣୀ, କାକଟପୁରର ମଙ୍ଗଳା ଓ ଗଞ୍ଜାମର ତାରାତାରିଣୀ । କରୋନା ପାଇଁ ସବୁଠି ଫିକା ପଣା ସଂକ୍ରାନ୍ତି । ଖାଁ ଖାଁ ମନ୍ଦିର ପ୍ରାଙ୍ଗଣ। ଶୁଭୁନି ହରିବୋଲ କି ହୁଳହୁଳି ଶବ୍ଦ। ରୀତିନୀତି ସହକାରେ ପୂଜାର୍ଚ୍ଚନା ସିନା ଚାଲିଛି ହେଲେ ଦର୍ଶନ ପାଉନାହାନ୍ତି ଭକ୍ତ।

ଯେଉଁ ଚଇତି ଯାତ୍ରାରେ ହଜାର ହଜାର ଭକ୍ତଙ୍କ ଗହଳିରେ ତାରିଣୀ ପୀଠ ଉଛୁଳି ପଡ଼ିବା କଥା, ସେଠି ପ୍ରବେଶ ପଥରେ ଝୁଲୁଛି ତାଲା। ଅଳ୍ପକିଛି ସେବାୟତଙ୍କ ସହଯୋଗରେ ଆଜି ମାଆଙ୍କୁ ସୁନାବେଶରେ ବିଭୂଷିତ କରାଯାଇଛି। ହେଲେ ଦର୍ଶନ ଲାଭ କରିପାରି ନାହାନ୍ତି ଭକ୍ତ । ଠିକ୍ ସେମିତି ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତି ପୀଠ ବାଙ୍କିର ମାଆ ଚର୍ଚ୍ଚିକା, ଯାଜପୁରର ବିରଜା, ସମ୍ବଲପୁରର ସମଲେଇ ଓ ଝଙ୍କଡ଼ର ମାଆଙ୍କ ଶାରଳାଙ୍କ ପୀଠରେ ମଧ୍ୟ ଅନୁରୂପ ଅବସ୍ଥା । କରୋନା ପାଇଁ ଲକଡାଉନ୍ ଯୋଗୁଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ମାନି ସବୁଠି ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଗଞ୍ଜାମ ଜିଲ୍ଲାରେ ମେରୁ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଦେବୀ ପୀଠ ଓ ଗାଁ ଗାଁରେ ଝାମୁ ଓ ଦଣ୍ଡ ଯାତ୍ରା ବି ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story