ଚେନ୍ନାଇରୁ ବାହାରି ଆନ୍ଧ୍ରରେ ଫସିଲେ ପ୍ରବାସୀ ଓଡ଼ିଆ ଶ୍ରମିକ

ଆନନ୍ଦପୁର(ମୁନା ସିଂ): “୨୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ଆମକୁ କୌଣସି ଜଙ୍ଗଲକୁ ଆଣି କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି। ଘରର ଚାରି ପଟେ ତାଲା ପକାଇ ଦେଇଛନ୍ତି। ସ୍ୱାବ ପରୀକ୍ଷା କରିଥିବା ବେଳେ ରିପୋର୍ଟ କ’ଣ ଆସିଛି ଜଣାଉ ନାହାନ୍ତି। ଘରକୁ ଫେରିବୁ ବୋଲି କହିଲେ କେହି ଶୁଣୁ ନାହାନ୍ତି। ଖାଇବାକୁ ପେଟ ପୂରା ମିଳୁ ନ ଥିବା ବେଳେ ଗୋଟିଏ ଛୋଟିଆ ରୁମ୍‌ରେ ମହିଳା, ଶିଶୁଙ୍କ ସମେତ ୨୧ ଜଣ ରହିଛୁ। ତେଣୁ ଓଡ଼ିଶା ସରକାର ତୁରନ୍ତ […]

aandapur-1

aandapur-1

Niharika Rout
  • Published: Thursday, 14 May 2020
  • Updated: 14 May 2020, 11:26 AM IST

Sports

Latest News

ଆନନ୍ଦପୁର(ମୁନା ସିଂ): “୨୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ଆମକୁ କୌଣସି ଜଙ୍ଗଲକୁ ଆଣି କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି। ଘରର ଚାରି ପଟେ ତାଲା ପକାଇ ଦେଇଛନ୍ତି। ସ୍ୱାବ ପରୀକ୍ଷା କରିଥିବା ବେଳେ ରିପୋର୍ଟ କ’ଣ ଆସିଛି ଜଣାଉ ନାହାନ୍ତି। ଘରକୁ ଫେରିବୁ ବୋଲି କହିଲେ କେହି ଶୁଣୁ ନାହାନ୍ତି। ଖାଇବାକୁ ପେଟ ପୂରା ମିଳୁ ନ ଥିବା ବେଳେ ଗୋଟିଏ ଛୋଟିଆ ରୁମ୍‌ରେ ମହିଳା, ଶିଶୁଙ୍କ ସମେତ ୨୧ ଜଣ ରହିଛୁ। ତେଣୁ ଓଡ଼ିଶା ସରକାର ତୁରନ୍ତ ଆମକୁ ଏଠାରୁ ଉଦ୍ଧାର କରନ୍ତୁ।”  ଏପରି ଆକୁଳ ନିବେଦନ କରିଛନ୍ତି  ଚେନ୍ନାଇରୁ ସାଇକେଲରେ ଓଡ଼ିଶା ଅଭିମୁଖେ ବାହାରି ଆନ୍ଧ୍ରରେ ଫସି ଯାଇଥିବା ୨୧ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ।

ଏହି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ  ଏପ୍ରିଲ ୧୭ ତାରିଖରେ  ଚେନ୍ନାଇରୁ ୨୧ ଜଣ ସାଇକେଲରେ ଓଡ଼ିଶା ବାହାରିଥିଲେ । ହେଲେ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଏପ୍ରିଲ ୨୩ରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ବର୍ତ୍ତମାନ ଅବଧି ପୁରି ଯାଇଥିବା ବେଳେ ସେମାନେ ଘରକୁ ଫେରିବାକୁ ଚାହୁଁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ସାହାଯ୍ୟ କରୁ ନ ଥିବା ଅଭିଯୋଗ କରିଛନ୍ତି।

ଆନ୍ଧ୍ର ସରକାରଙ୍କୁ ଗୁହାରି କରି ବସ୍‌ ଗୋଟିଏ ଯୋଗାଡ଼ କରିଦେଲେ ନିଜ ଖର୍ଚ୍ଚରେ ଓଡ଼ିଶା ପଳାଇବୁ ବୋଲି କହିଲେ ମଧ୍ୟ ସେ ଶୁଣୁ ନାହାନ୍ତି। ଓଡ଼ିଶା ସରକାର ବସ୍‌ ପଠାଇଲେ ଯିବ ବୋଲି କହୁଥିବା ବେଳେ  ଓଡ଼ିଶା ସରକାର କର୍ଣ୍ଣପାତ କରୁ ନାହାନ୍ତି। ୨୦ ଦିନରୁ ଊର୍ଦ୍ଧ୍ୱ ସମୟ ଏଠାରେ ଆମେ ରହି ସାରିଥିବା ବେଳେ ଆଉ କେତେଦିନ ରହିବୁ। ଛୋଟ ଛୁଆଙ୍କ ଦେହ ଖରାପ ହେଲେ ମେଡିସିନ ବି ମିଳି ପାରୁନି। ତେଣୁ ତୁରନ୍ତ ଫେରାଇ ନେବାକୁ ବ୍ୟବସ୍ଥା କରିବାକୁ ଏହି ଶ୍ରମିକମାନେ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story