ଓଡ଼ିଆ ବିଜ୍ଞାନୀ ସୁଧନ୍ୟ ପାତ୍ରଙ୍କୁ ‘ଯୁବ ବୈଜ୍ଞାନିକ ସମ୍ମାନ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇଆଇଟି ଭିଲାଇ ପଦାର୍ଥ ବିଜ୍ଞାନର ସହକାରୀ ପ୍ରଫେସର ତଥା ଓଡ଼ିଆ ବିଜ୍ଞାନୀ ଡ.ସୁଧନ୍ୟ ପାତ୍ରଙ୍କୁ ସମ୍ମାନୀତ କରାଯାଇଛି। ‘ଜାତୀୟ ବିଜ୍ଞାନ ଏକାଡେମୀ’ ପକ୍ଷରୁ ଚଳିତ ବର୍ଷ ପାଇଁ ତାଙ୍କୁ ମର୍ଯ୍ୟାଦାଜନକ ‘ଯୁବ ବୈଜ୍ଞାନିକ ପୁରସ୍କାର’ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଏକାଡ଼େମୀ ପକ୍ଷରୁ ଆୟୋଜିତ ଏକ ବିଶେଷ ଉତ୍ସବରେ ଡ.ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। ପୁରସ୍କାର ସୂରୂପ ତାଙ୍କୁ ମେଡାଲ ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଛି। ଡ.ପାତ୍ର ହେଉଛନ୍ତି ଜଣେ ଥିଓରିଟିକାଲ […]

2

2

Tapas Behera
  • Published: Tuesday, 11 December 2018
  • Updated: 11 December 2018, 08:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇଆଇଟି ଭିଲାଇ ପଦାର୍ଥ ବିଜ୍ଞାନର ସହକାରୀ ପ୍ରଫେସର ତଥା ଓଡ଼ିଆ ବିଜ୍ଞାନୀ ଡ.ସୁଧନ୍ୟ ପାତ୍ରଙ୍କୁ ସମ୍ମାନୀତ କରାଯାଇଛି। ‘ଜାତୀୟ ବିଜ୍ଞାନ ଏକାଡେମୀ’ ପକ୍ଷରୁ ଚଳିତ ବର୍ଷ ପାଇଁ ତାଙ୍କୁ ମର୍ଯ୍ୟାଦାଜନକ ‘ଯୁବ ବୈଜ୍ଞାନିକ ପୁରସ୍କାର’ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଏକାଡ଼େମୀ ପକ୍ଷରୁ ଆୟୋଜିତ ଏକ ବିଶେଷ ଉତ୍ସବରେ ଡ.ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। ପୁରସ୍କାର ସୂରୂପ ତାଙ୍କୁ ମେଡାଲ ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଛି।

ଡ.ପାତ୍ର ହେଉଛନ୍ତି ଜଣେ ଥିଓରିଟିକାଲ ପଦାର୍ଥବିଜ୍ଞାନୀ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ଡ଼ିଗ୍ରୀ ହାସଲ କରିବା ପରେ ସେ ଅହମ୍ମଦାବାଦସ୍ଥିତ ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳାରୁ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ଜର୍ମାନୀର ବିଶ୍ୱପ୍ରସିଦ୍ଧ ମାକ୍ସ-ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍‌ରେ ଉଚ୍ଚତର ଗବେଷଣା କରି ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭୁବନେଶ୍ୱରର ଶିକ୍ଷା ଓ ‌ଅନୁସନ୍ଧାନ ଅନୁଷ୍ଠାନରେ ସହକାରୀ ଅଧ୍ୟାପକ ରୂପେ କାର୍ଯ୍ୟ କରିବା ସହ ଗବେଷଣା ଜାରି ରଖିଥିଲେ।

ଏହି ସମୟରେ ସେ ଅନ୍ତରାଷ୍ଟ୍ରୀୟ ଖ୍ୟାତିସମ୍ପନ୍ନ ବିଭିନ୍ନ ପଦାର୍ଥବିଜ୍ଞାନୀଙ୍କ ସହ ମିଶି ପ୍ରାୟ ୪୦ଟି ଗବେଷଣା ନିବନ୍ଧ ଲେଖିଛନ୍ତି। ଯାହାକି ଆମେରିକା ସମେତ ବ୍ରିଟେନ, ଜର୍ମାନୀ ଓ ଅନ୍ୟାନ୍ୟ ରାଷ୍ଟ୍ରର ସର୍ବୋତ୍କୃଷ୍ଟ ପଦାର୍ଥ ବିଜ୍ଞାନ ଗବେଷଣା ପତ୍ରିକାରେ ପ୍ରକାଶ ପାଇ ଉଚ୍ଚ ପ୍ରଶଂସିତ ହୋଇଛି।

ତାଙ୍କ କମ୍ପାନୀରେ ଅନେକ ଛାତ୍ର ପିଏଚଡ଼ି, ପୋଷ୍ଟ ଡକ୍ଟରାଲ ଫେଲୋ ଏବଂ ସ୍ନାତ୍ତକୋତ୍ତର ଛାତ୍ର ସେମାନଙ୍କର ଗବେଷଣାର ମାର୍ଗଦର୍ଶନ ଲାଭ କରିଛନ୍ତି। ଅଧୁନା ସେ ଆଇଆଇଟି, ଭିଲାଇର ପଦାର୍ଥ ବିଜ୍ଞାନ ବିଭାଗର ନେତୃତ୍ୱ ନେଉଛନ୍ତି। ଜାତୀୟସ୍ତରରେ ଡ଼କ୍ଟର ଛାତ୍ରଙ୍କ ଏଭଳି ସମ୍ମାନଜନକ ପୁରସ୍କାର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story