ଆମେ ଫସି ଯାଇଛୁ... ପ୍ଲିଜ୍‌ ଆମକୁ ନେଇଯାଅ

ରାୟଗଡ଼ା:(ଓଡ଼ିଶା ରିପୋର୍ଟର): ରାଜସ୍ଥାନର କୋଟାରେ ମେଡିକାଲ କୋଚିଂ ନେଉଥିବା ରାୟଗଡ଼ା ଅଞ୍ଚଳର କେତେକ ଛାତ୍ରଛାତ୍ରୀ ଲକଡାଉନ ପାଇଁ ଫସି ରହିଛନ୍ତି। ସେମାନଙ୍କୁ କୋଟାରୁ ଉଦ୍ଧାର କରି ଆଣିବା ଲାଗି ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି। ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀମାନେ ସେମାନଙ୍କ ରାଜ୍ୟ ସରକାରଙ୍କ ଉଦ୍ୟମରେ ନିଜ ଅଞ୍ଚଳକୁ ଫେରିଥିବାବେଳେ କେବଳ ଓଡ଼ିଆ ଛାତ୍ରଛାତ୍ରୀ ଅଟକି ରହିଛନ୍ତି। ଏଣୁ ସେମାନଙ୍କୁ ଉଦ୍ଧାର କରି ଆଣିବା ଲାଗି ପ୍ରଶାସନକୁ ନିବେଦନ କରିଛନ୍ତି। ଏନେଇ ଜଣେ ଛାତ୍ରୀ ଭିଡିଓ […]

tiop-1

tiop-1

Tapas Behera
  • Published: Tuesday, 28 April 2020
  • Updated: 28 April 2020, 06:58 PM IST

Sports

Latest News

ରାୟଗଡ଼ା:(ଓଡ଼ିଶା ରିପୋର୍ଟର): ରାଜସ୍ଥାନର କୋଟାରେ ମେଡିକାଲ କୋଚିଂ ନେଉଥିବା ରାୟଗଡ଼ା ଅଞ୍ଚଳର କେତେକ ଛାତ୍ରଛାତ୍ରୀ ଲକଡାଉନ ପାଇଁ ଫସି ରହିଛନ୍ତି। ସେମାନଙ୍କୁ କୋଟାରୁ ଉଦ୍ଧାର କରି ଆଣିବା ଲାଗି ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି।

ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀମାନେ ସେମାନଙ୍କ ରାଜ୍ୟ ସରକାରଙ୍କ ଉଦ୍ୟମରେ ନିଜ ଅଞ୍ଚଳକୁ ଫେରିଥିବାବେଳେ କେବଳ ଓଡ଼ିଆ ଛାତ୍ରଛାତ୍ରୀ ଅଟକି ରହିଛନ୍ତି। ଏଣୁ ସେମାନଙ୍କୁ ଉଦ୍ଧାର କରି ଆଣିବା ଲାଗି ପ୍ରଶାସନକୁ ନିବେଦନ କରିଛନ୍ତି। ଏନେଇ ଜଣେ ଛାତ୍ରୀ ଭିଡିଓ ବାର୍ତ୍ତା ଜାରି କରି ନିଜକୁ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଯୋଗାଯୋଗ କରି ଫେରେଇ ଆଣିବା ଲାଗି ଉଦ୍ୟମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପିଲାଙ୍କୁ ଫେରେଇ ଆଣିବା ଲାଗି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story