ଓଡ଼ିଆ ୱେଟଲିଫ୍ଟର କେ. ରବିକୁମାର ଡୋପ୍ ଟେଷ୍ଟରେ ବିଫଳ

ଭୁବନେଶ୍ୱର: ଓଡ଼ିଆ ୱେଟ ଲିଫ୍ଟର କେ. ରବିକୁମାର ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (NADA) ଦ୍ୱାରା ହୋଇଥିବା ଡୋପ୍ ଟେଷ୍ଟରେ ରବି କୁମାରଙ୍କ ସମେତ ମୋଟ୍ ୧୯ ଜଣ ଆଥଲେଟ୍  ବିଫଳ ହୋଇଛନ୍ତି । ଗତ ଫେବୃୟାରୀରେ ରବିକୁମାରଙ୍କ ଡୋପ୍ ଟେଷ୍ଟ ହୋଇଥିଲା। ବିଶାଖାପାଟନାରେ ହୋଇଥିବା ଜାତୀୟ ସିନିୟର ଭାରୋତ୍ତଳନ ଚାମ୍ପିୟନଶିପରେ ରବି କୁମାର ୮୯ କିଲୋଗ୍ରାମ ବର୍ଗରେ ଚାମ୍ପିୟନ ହେବା ସହ ୱେଟଲିଫ୍ଟର ଅଫ ଦି ଚାମ୍ପିୟନ୍‌ଶିପ୍‌ ଆଖ୍ୟା ଅର୍ଜନ […]

RaviKumarKatulu

RaviKumarKatulu

Subhransu Sekhar
  • Published: Tuesday, 18 June 2019
  • Updated: 18 June 2019, 02:55 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଆ ୱେଟ ଲିଫ୍ଟର କେ. ରବିକୁମାର ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (NADA) ଦ୍ୱାରା ହୋଇଥିବା ଡୋପ୍ ଟେଷ୍ଟରେ ରବି କୁମାରଙ୍କ ସମେତ ମୋଟ୍ ୧୯ ଜଣ ଆଥଲେଟ୍  ବିଫଳ ହୋଇଛନ୍ତି ।

ଗତ ଫେବୃୟାରୀରେ ରବିକୁମାରଙ୍କ ଡୋପ୍ ଟେଷ୍ଟ ହୋଇଥିଲା। ବିଶାଖାପାଟନାରେ ହୋଇଥିବା ଜାତୀୟ ସିନିୟର ଭାରୋତ୍ତଳନ ଚାମ୍ପିୟନଶିପରେ ରବି କୁମାର ୮୯ କିଲୋଗ୍ରାମ ବର୍ଗରେ ଚାମ୍ପିୟନ ହେବା ସହ ୱେଟଲିଫ୍ଟର ଅଫ ଦି ଚାମ୍ପିୟନ୍‌ଶିପ୍‌ ଆଖ୍ୟା ଅର୍ଜନ କରିଥିଲେ।

ଏହି ଚାମ୍ପିୟନଶିପ ବେଳେ NADA ଦ୍ୱାରା ତାଙ୍କ ନମୂନା ସଂଗ୍ରହ ହୋଇଥିଲା । ଏଥିରେ ତାଙ୍କ ନମୂନା ପଜିଟିଭ ମିଳିଥିଲା। ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିଲେ ରବିକୁମାର ।

ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଆ ଭାରୋତ୍ତୋଳକ କେ. ରବିକୁମାର। ସେ କହିଛନ୍ତି,“ ଗତ ଫେବୃଆରୀରେ ଡୋପ୍‌ ଟେଷ୍ଟ ହୋଇଥିଲା, ରିପୋର୍ଟ ପଜିଟିଭ୍‌ ଆସିଛି। ଯେତେବେଳେ ମୁଁ ଖେଳ ଛାଡ଼ିବାକୁ ଯାଉଛି, ସେହି ସମୟରେ ଏଭଳି ଖବର ସାମ୍ନାକୁ ଆସିଛି। ଏହା ମୋ ପାଇଁ ତଥା ମୋ ସମର୍ଥକମାନଙ୍କ ପାଇଁ ଏକ ଦୁଃଖଦ ଘଟଣା। ତେବେ ଏହା ପଛରେ କୌଣସି ପ୍ରକାର ଷଡ଼ଯନ୍ତ୍ର ନାହିଁ। ଏକା ମୁଁ ନୁହେଁ, ସଂପୃକ୍ତ ଉତ୍ପାଦ ଖାଇ ୨୦ରୁ ଅଧିକ ଆଥଲେଟ୍‌ଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏହି ଉତ୍ପାଦ ବ୍ୟାନ୍‌ ହୋଇଥିବା ନେଇ ମୋ ପାଖରେ ସଠିକ୍‌ ସୂଚନା ନଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story