କଟକରୁ ନିଖୋଜ ମହିଳା ତେଲେଙ୍ଗାନାରୁ ଉଦ୍ଧାର, କିନ୍ତୁ ଘରକୁ ଫେରିପାରୁ ନାହାନ୍ତି

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): କଟକ ସହର ରାଣୀହାଟ ଅଞ୍ଚଳରୁ ନିଖୋଜ ମହିଳା ଟିକାନା ସାହୁଙ୍କୁ ତେଲେଙ୍ଗାନର ସିକିନ୍ଦରାବାଦରୁ ଉଦ୍ଧାର କରାଯାଇଛି। ମାତ୍ର ସେ ଘରକୁ ଫେରିପାରୁନାହାନ୍ତି। ଘରକୁ ଫେରାଇବା ପାଇଁ ତାଙ୍କୁ ଉଦ୍ଧାର କରିଥିବା ସ୍ୱେଚ୍ଛାସେବୀ କଟକ ପୁଲିସର ସହଯୋଗ ଲୋଡ଼ି ଥିଲା। ମାତ୍ର ପୁଲିସଠାରୁ ନିରାଶ ହୋଇ ଓଡ଼ିଶାବାସୀଙ୍କ ସହାୟତା ଲୋଡ଼ିଛନ୍ତି ତେଲେଙ୍ଗାନାର ସମ୍ପୃକ୍ତ ଏନ୍‌ଜିଓ। ଓଡ଼ିଶାର କଟକ ସହର ରାଣୀହାଟ ଅଞ୍ଚଳର ଟିକାନା ସାହୁ। ସେ ଗତ କିଛି ଦିନ ତଳେ ନିଜ ଘରୁ […]

cuttack

cuttack

Manoranjan Sial
  • Published: Saturday, 07 August 2021
  • Updated: 07 August 2021, 05:14 PM IST

Sports

Latest News

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): କଟକ ସହର ରାଣୀହାଟ ଅଞ୍ଚଳରୁ ନିଖୋଜ ମହିଳା ଟିକାନା ସାହୁଙ୍କୁ ତେଲେଙ୍ଗାନର ସିକିନ୍ଦରାବାଦରୁ ଉଦ୍ଧାର କରାଯାଇଛି। ମାତ୍ର ସେ ଘରକୁ ଫେରିପାରୁନାହାନ୍ତି। ଘରକୁ ଫେରାଇବା ପାଇଁ ତାଙ୍କୁ ଉଦ୍ଧାର କରିଥିବା ସ୍ୱେଚ୍ଛାସେବୀ କଟକ ପୁଲିସର ସହଯୋଗ ଲୋଡ଼ି ଥିଲା। ମାତ୍ର ପୁଲିସଠାରୁ ନିରାଶ ହୋଇ ଓଡ଼ିଶାବାସୀଙ୍କ ସହାୟତା ଲୋଡ଼ିଛନ୍ତି ତେଲେଙ୍ଗାନାର ସମ୍ପୃକ୍ତ ଏନ୍‌ଜିଓ।

ଓଡ଼ିଶାର କଟକ ସହର ରାଣୀହାଟ ଅଞ୍ଚଳର ଟିକାନା ସାହୁ। ସେ ଗତ କିଛି ଦିନ ତଳେ ନିଜ ଘରୁ କେଉଁ ଆଡ଼େ ପଳାଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ଜୁଲାଇ ୩୧ ତାରିଖରେ ତାଙ୍କୁ ସିକନ୍ଦରାବାଦର ଏକ ଏନ୍‌ଜିଓ ଗୁଡ୍‌ ସମାରୀତାନ ଇଣ୍ଡିଆର ସ୍ୱେଚ୍ଛାସେବୀ ଋତୁ ବର୍ମା ଉଦ୍ଧାର କରିଥିଲେ। ସେତେବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍‌ ନଥିଲା ଓ ସେ ରାସ୍ତାକଡରେ ମୁମୂର୍ଷୁ ଅବସ୍ଥାରେ ଭିକ୍ଷାବୃତି କରୁଥିଲେ।

ଉଦ୍ଧାର ପରେ ତାଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ କରାଯାଇଥିଲା। ମାତ୍ର ତାଙ୍କର ମାନସିକ ସ୍ଥିତି ଭଲ ନଥିବାରୁ ପରିଚୟ ଜଣାପଡ଼ିନଥିଲା। ଚିକିତ୍ସା ପରେ ସେ ତାଙ୍କର ନାଁ ଟିକାନା ସାହୁ ବୋଲି କହିଥିଲେ। ଏପରିକି ତାଙ୍କ ସ୍ୱାମୀ ଗୋପାଳ ସାହୁ କଟକ ସହର ରାଣୀହାଟ ନିକଟସ୍ଥ ଏସବି ମେଡିକାଲ ନିକଟରେ ଜଳଖିଆ ଦୋକାନ କରିଛନ୍ତି ବୋଲି କହିଥିଲେ। ବର୍ତ୍ତମାନ ତାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ଏନଜିଓ ପକ୍ଷରୁ ଚିକିତ୍ସା ଜାରି ରହିଛି।

ଟିକାନା ସାହୁଙ୍କୁ ଘରକୁ ଫେରାଇବା ପାଇଁ ଏନଜିଓ ପକ୍ଷରୁ ରାଣୀହାଟ ଥାନାକୁ ସମ୍ପୂର୍ଣ ବିବରଣୀ ପ୍ରଦାନ କରିଥିଲା। ପୁଲିସ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। ପୁଲିସଠାରୁ ନିରାଶ ହେବା ପରେ ଟିକାନା ସାହୁଙ୍କୁ ତାଙ୍କ ଘରେ ପହଞ୍ଚାଇବା ପାଇଁ ଏନଜିଓ ମୁଖ୍ୟ ଋତୁ ବର୍ମା ଓଡିଶାବାସୀଙ୍କ ସହାୟତା ଲୋଡିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story