ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… ଗୁରୁବାରଠୁ ଶୁଭିଲାଣି ଏହି ଗୀତ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଶୁକ୍ରବାର ପହିଲି ରଜ ହୋଇଥିଲେ ମଧ୍ୟ ଆଜି ସବୁଠି ଦେଖିବାକୁ ମିଳିଥିଲା ନିଆରା ପରିବେଶ। ରାଜଧାନୀରେ ଥିବା ପାନ୍ଥ ନିବାସ ହେଉ ଅବା ଖୋର୍ଦ୍ଧାର ବରୁଣେଇ ପୀଠ, ସବୁଠି ଚାଲିଛି ସଜବାଜ। ରଜ ପାଇଁ ସଜେଇ ହେଲାଣି ଖୋର୍ଦ୍ଧାର ବରୁଣେଇ ପୀଠ। ରଜ ଅବସରରରେ ଦୋଳି, ପାନ, […]

g

g

Manoranjan Sial
  • Published: Thursday, 13 June 2019
  • Updated: 13 June 2019, 10:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ... ଗୁରୁବାରଠୁ ଶୁଭିଲାଣି ଏହି ଗୀତ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ ସୃଷ୍ଟି ହୋଇଛି।
ଶୁକ୍ରବାର ପହିଲି ରଜ ହୋଇଥିଲେ ମଧ୍ୟ ଆଜି ସବୁଠି ଦେଖିବାକୁ ମିଳିଥିଲା ନିଆରା ପରିବେଶ। ରାଜଧାନୀରେ ଥିବା ପାନ୍ଥ ନିବାସ ହେଉ ଅବା ଖୋର୍ଦ୍ଧାର ବରୁଣେଇ ପୀଠ, ସବୁଠି ଚାଲିଛି ସଜବାଜ।

ରଜ ପାଇଁ ସଜେଇ ହେଲାଣି ଖୋର୍ଦ୍ଧାର ବରୁଣେଇ ପୀଠ। ରଜ ଅବସରରରେ ଦୋଳି, ପାନ, ଝୋଟି ଓ ହୁଳୁହୁଳି ଆଦି ପ୍ରତିଯୋଗିତା ଏଠାରେ ହେବ। ଭାଗନେବେ ଅନେକ ଯୁବତୀ ଓ ଯୁବକ।
ଜମିବ ବାଟି, ତାସ୍ ଓ କବାଡ଼ି ଆଦି ଖେଳ। 14 ରୁ 16 ତିନି ଦିନ ଧରି ଜମିବ ରଜ ମହୋତ୍ସବ। ଆଉ ଏଥିପାଇଁ ବରୁଣେଇ ପୀଠରେ ଚାଲିଛି ରଜ ପୂର୍ବର ସଜବାଜ।

ସେହିପରି ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରର ପାନ୍ଥ ନିବାସରେ ରଜର ଅବ୍ୟବ୍ୟହିତ ପୂର୍ବରୁ ଚାଲିଛି ବ୍ୟାପକ ପ୍ରସ୍ତୁତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏଠାରେ ଆରମ୍ଭ ହୋଇଛି ୪ ଦିନିଆ ରଜ ମହୋତ୍ସବ। ଦୋଳି ଖେଳ ସାଙ୍ଗକୁ ପିଠା ଓ ପାନର ମଜା ନେଉଛନ୍ତି ସଭିଁଏ।
ସହରୀ ସଭ୍ୟତା ମଧ୍ୟରେ ଗାଁ ପରିବେଶର ମଜା ନେବା ପାଇଁ ପ୍ରତିବିର୍ଷ ଓଟିଡିସି ପକ୍ଷରୁ ଏଭଳି ପ୍ରୟାସ କରାଯାଉଛି। ତେବେ ଚଳିତ ଥର ଭୁବନେଶ୍ୱର ସହିତ କଟକ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବଡ଼କୁଳ ଓ ପାରାଦୀପରେ ଥିବା ପାନ୍ଥ ନିବାସରେ ପାଳନ କରାଯାଉଛି ରଜ ମହୋତ୍ସବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story