ମହାନଦୀ ବିବାଦ: ଆପୋସ ଆଲୋଚନା ହେଲା, ନିଷ୍କର୍ସ ଅଜଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦର ଆପୋସ ସମାଧାନ ପାଇଁ ଆଜି ସୁପ୍ରିମକୋର୍ଟ ପରିସରରେ ବୈଠକ ବସିଥିଲା। ତେବେ ଆଲୋଚନାରୁ ବାହାରିଥିବା ନିଷ୍କର୍ସ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନି। ତେବେ ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛାଡ଼ିବାକୁ ହେବ, ସେ ସମ୍ପର୍କରେ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ବୈଠକ ପରେ ରାଜ୍ୟ ଜଳ ସଂପଦ […]

111

111

Manoranjan Sial
  • Published: Monday, 25 February 2019
  • Updated: 25 February 2019, 09:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦର ଆପୋସ ସମାଧାନ ପାଇଁ ଆଜି ସୁପ୍ରିମକୋର୍ଟ ପରିସରରେ ବୈଠକ ବସିଥିଲା। ତେବେ ଆଲୋଚନାରୁ ବାହାରିଥିବା ନିଷ୍କର୍ସ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନି।

ତେବେ ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛାଡ଼ିବାକୁ ହେବ, ସେ ସମ୍ପର୍କରେ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ବୈଠକ ପରେ ରାଜ୍ୟ ଜଳ ସଂପଦ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ବୈଠକରେ ଯାହା ନିଷ୍ପତ୍ତି ହୋଇଛି, ତାହା ଟ୍ରିବ୍ୟୁନାଲଙ୍କୁ ଜଣାଇ ଦିଆଯିବ।

ଆଜିର ଏହି ଆଲୋଚନା ବେଳେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ବୈଷୟିକ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ଥିଲେ।

ଏପଟେ ଆଜିର ବୈଠକ ପରେ ମହାନଦୀ ଜଳ ବିବାଦର ସମାଧାନ ଯଥାଶୀଘ୍ର ହେବା ଦରକାର ବୋଲି କହିଛନ୍ତି ଛତିଶଗଡ଼ ଜଳସଂପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ।
ସେ କହିଛନ୍ତି, “ମହାନଦୀକୁ ନେଇ ଛତିଶଗଡ଼ ପକ୍ଷରୁ କିଛି ବିବାଦ ନାହିଁ। ଓଡ଼ିଶା ଭାବୁଛି, ଆମେ ଅଧିକ ପାଣି ନେଇଯାଉଛୁ। ସେମିତି କିଛି ନୁହେଁ। ଆମେ ମହାନଦୀର ୭୦ରୁ ୭୫ ଏମ୍‌ସିଏମ୍ ପାଣି ଉପଯୋଗ କରୁଛୁ। ମହାନଦୀ ପାଣିକୁ ନେଇ ଆମକୁ ଅଧିକ ଉପଯୋଗ କରିବାର ଅଛି। ଆମେ ଚାହୁଁଛୁ ଶୀଘ୍ର ରାସ୍ତା ବାହାରୁ, ସହମତିରେ ସମାଧାନ ହେଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story