ପୁଣି ଆନ୍ଧ୍ରର ଦାଦାଗିରି, ଓଡ଼ିଶା ସୀମାରେ ରାତି ଅଧିଆ ନିର୍ମାଣ କଲା ରାସ୍ତା

କୋରାପୁଟ (ଓଡ଼ିଶା ରିପୋର୍ଟର): ପୁଣି ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ରାତି ଅଧିଆ ଓଡ଼ିଶା ସୀମାରେ ଥିବା ସମ୍ବାଇର ସୁନାବେଡା ନିକଟ ରାସ୍ତାରେ ପିଚୁ ଢାଳି ରାସ୍ତା ନିର୍ମାଣ କରିଛି ଆନ୍ଧ୍ର। ଏ ନେଇ ସୂଚନା ଦେଇଛନ୍ତି ସହକାରୀ ଜିଲ୍ଲାପାଳ ସୁଶ୍ରୀ ଅର୍ଚ୍ଚନା ଦାଶ। ଅର୍ଚ୍ଚନା କହିଛନ୍ତି, ଉଭୟପକ୍ଷ ନିଜ ନିଜ ସୀମା ନିର୍ଦ୍ଧାରଣ କରିବା ପରେ ପୁଣି ଏକ ବୈଠକରେ ଚୂଡାନ୍ତ ସୀମା ନିର୍ଦ୍ଧାରଣ କରାଯିବା ନିମନ୍ତେ ବୁଝାମଣା ହୋଇଥିଲା। ତେବେ ସୀମା […]

koraput

koraput

Ranjit Kumar Jena
  • Published: Friday, 18 December 2020
  • Updated: 18 December 2020, 04:39 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): ପୁଣି ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ରାତି ଅଧିଆ ଓଡ଼ିଶା ସୀମାରେ ଥିବା ସମ୍ବାଇର ସୁନାବେଡା ନିକଟ ରାସ୍ତାରେ ପିଚୁ ଢାଳି ରାସ୍ତା ନିର୍ମାଣ କରିଛି ଆନ୍ଧ୍ର। ଏ ନେଇ ସୂଚନା ଦେଇଛନ୍ତି ସହକାରୀ ଜିଲ୍ଲାପାଳ ସୁଶ୍ରୀ ଅର୍ଚ୍ଚନା ଦାଶ।

ଅର୍ଚ୍ଚନା କହିଛନ୍ତି, ଉଭୟପକ୍ଷ ନିଜ ନିଜ ସୀମା ନିର୍ଦ୍ଧାରଣ କରିବା ପରେ ପୁଣି ଏକ ବୈଠକରେ ଚୂଡାନ୍ତ ସୀମା ନିର୍ଦ୍ଧାରଣ କରାଯିବା ନିମନ୍ତେ ବୁଝାମଣା ହୋଇଥିଲା। ତେବେ ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ କିପରି ସମାଧାନ କରିହେବ, ସେ ସଂକ୍ରାନ୍ତରେ କୋରାପୁଟ ଜିଲ୍ଲାଧିକାରୀଙ୍କ ସହିତ ଆନ୍ଧ୍ରପ୍ରଦେଶର ଅଧିକାରୀ ରୀତିମତ ଚର୍ଚ୍ଚା କରି ଆସୁଛନ୍ତି। ହେଲେ ଓଡ଼ିଶା ମଧ୍ୟରେ ଆନ୍ଧ୍ର ପ୍ରଦେଶର ରାସ୍ତା ନିର୍ମାଣର ଖବର ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ସହକାରୀ ଜିଲ୍ଲାପାଳ ଅର୍ଚ୍ଚନା ଦାସ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ସଠିକ୍ ତଦନ୍ତ କରିବା ପରେ ଆନ୍ଧ୍ର ପ୍ରଦେଶର ସମ୍ପୃକ୍ତ ଅଧିକାରୀଙ୍କ ସହ ସେ ଚର୍ଚ୍ଚା କରିବେ ବୋଲି ସେ ଜଣାଇଛନ୍ତି।

ନିକଟରେ ସମ୍ବାଇଠାରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ସେଠାକୁ ଯାଇଥିବା ରାଜସ୍ୱ ଅଧିକାରୀଙ୍କ ସହ ଆନ୍ଧ୍ର ପ୍ରଦେଶର ଉଚ୍ଚ ପଦସ୍ଥ ଅଧିକାରୀ ଉଭୟ ରାଷ୍ଟ୍ର ମଧ୍ୟରେ ଚାଲିଥିବା ସୀମା ବିବାଦର ଅନ୍ତ ଘଟାଇବା ପାଇଁ ବିସ୍ତୃତ ଆଲୋଚନା କରିଥିଲେ। ଉଭୟ ରାଜ୍ୟ ନିଜ ନିଜ ପରିସୀମା ନେଇ ଆଭ୍ୟନ୍ତରୀଣ ମାପଚୁପ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ଓଡ଼ିଶାର କିଛି ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ସୀମାର ମାପଚୁପ ସମ୍ପନ୍ନ ହୋଇଯାଇଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story