୬୫ ବର୍ଷ ପରେ ନବୀକରଣ ହେବ ଓଡ଼ିଶା-ଆନ୍ଧ୍ର ବିଦ୍ୟୁତ ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀକରଣ ହେବାକୁ ଯାଉଛି ଓଡ଼ିଶା ଆନ୍ଧ୍ର ମାଛକୁଣ୍ଡ ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପ। ୬୫ ବର୍ଷ ପରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସରକାର ବିଦ୍ୟୁତ ପ୍ରକଳ୍ପର ନବୀକରଣ ପାଇଁ ସହମତି ପ୍ରକାଶ କରିଛନ୍ତି। ଏନେଇ ଉଭୟ ରାଜ୍ୟ ୫୦ପ୍ରତିଶତ ଲେଖାଏଁ ଖର୍ଚ୍ଚ କରିବା ପାଇଁ ମଧ୍ୟ ଚୁକ୍ତି କରିଛନ୍ତି। ବିଦ୍ୟୁତ ପ୍ରକଳ୍ପର ନବୀକରଣ ପରେ ଅଧିକ ୨୫ ପ୍ରତିଶତ ବିଦ୍ୟୁତ ଉତ୍ପାଦନ ହେବା ନେଇ ଯୋଜନା ରହିଛି। ୧୯୫୫ ମସିହାରେ ଏହି […]

odisha-andhra

odisha-andhra

Ranjit Kumar Jena
  • Published: Tuesday, 15 December 2020
  • Updated: 15 December 2020, 05:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀକରଣ ହେବାକୁ ଯାଉଛି ଓଡ଼ିଶା ଆନ୍ଧ୍ର ମାଛକୁଣ୍ଡ ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପ। ୬୫ ବର୍ଷ ପରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସରକାର ବିଦ୍ୟୁତ ପ୍ରକଳ୍ପର ନବୀକରଣ ପାଇଁ ସହମତି ପ୍ରକାଶ କରିଛନ୍ତି। ଏନେଇ ଉଭୟ ରାଜ୍ୟ ୫୦ପ୍ରତିଶତ ଲେଖାଏଁ ଖର୍ଚ୍ଚ କରିବା ପାଇଁ ମଧ୍ୟ ଚୁକ୍ତି କରିଛନ୍ତି।

ବିଦ୍ୟୁତ ପ୍ରକଳ୍ପର ନବୀକରଣ ପରେ ଅଧିକ ୨୫ ପ୍ରତିଶତ ବିଦ୍ୟୁତ ଉତ୍ପାଦନ ହେବା ନେଇ ଯୋଜନା ରହିଛି। ୧୯୫୫ ମସିହାରେ ଏହି ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରକଳ୍ପର ୬ଟି ଟରବାଇନରୁ ୧୨୦ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ କରାଯାଉଛି। ଏହି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ଓଡ଼ିଶା ୩୦ ପ୍ରତିଶତ ଓ ଆନ୍ଧ୍ର ସରକାର ୭୦ ପ୍ରତିଶତ ଲେଖାଏଁ ବିଦ୍ୟୁତ ବ୍ୟବହାର କରି ଆସୁଛନ୍ତି। ହେଲେ ବର୍ତ୍ତମାନ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥିବାବେଳେ ୪ଟି ଟରବାଇନରୁ ବିଦ୍ୟୁତ ଉତ୍ପାଦନ କରାଯାଉଛି।

ବିଦ୍ୟୁତ ପ୍ରକଳ୍ପ ଅତି ପୁରୁଣା ହୋଇଥିବାରୁ ଏହାର ଯନ୍ତ୍ରାଂଶ ଗୁଡିକ ଖରାପ ହେବାରେ ଲାଗିଛି। ତେଣୁ ଏହାକୁ ଆଖି ଆଗରେ ରଖି ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ପ୍ରକଳ୍ପର ନବୀକରଣ କରିବା ପାଇଁ ସହମତି ହୋଇଛନ୍ତି। ଦୀର୍ଘ ୬୫ ବର୍ଷ ପରେ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ କ୍ଷମତା ବଢ଼ିବା ଏବଂ ପ୍ରକଳ୍ପ ଉନ୍ନତି କରାଯାଉଥିବାରୁ ଅଞ୍ଚଳବାସୀ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ବିଦ୍ୟୁତ ପ୍ରକଳ୍ପର ନବୀକରଣ କାର୍ଯ୍ୟ ପାଖାପାଖି ୨ରୁ ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story