୨୦୨୦ ଅକ୍ଟୋବର ସୁଦ୍ଧା ସମଗ୍ର ରାଜ୍ୟରେ ପୂରା ବ୍ୟାନ୍‌ ହେବ ପ୍ଲାଷ୍ଟିକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ୨୦୨୦ ଅକ୍ଟୋବର ୨ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ ପୂରା ବ୍ୟାନ ହେବ। ବର୍ତ୍ତମାନ ରାଜ୍ୟର ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ କରାଯାଇଛି। ହେଲେ ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ୍‌ ବ୍ୟବହାର କମ୍‌ କରାଯିବା ସହ ଉପଯୁକ୍ତ ଡିସ୍ପୋଜ ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ଜିଲ୍ଲାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଂ ସେଣ୍ଟର ନିର୍ମାଣ କରାଯିବ। ଏଥିସହ ପ୍ଲାଷ୍ଟିକ […]

polythene

polythene

Manoranjan Sial
  • Published: Friday, 18 October 2019
  • Updated: 18 October 2019, 04:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ୨୦୨୦ ଅକ୍ଟୋବର ୨ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ ପୂରା ବ୍ୟାନ ହେବ। ବର୍ତ୍ତମାନ ରାଜ୍ୟର ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ କରାଯାଇଛି। ହେଲେ ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ୍‌ ବ୍ୟବହାର କମ୍‌ କରାଯିବା ସହ ଉପଯୁକ୍ତ ଡିସ୍ପୋଜ ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।

ପ୍ରତ୍ୟେକ ଜିଲ୍ଲାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଂ ସେଣ୍ଟର ନିର୍ମାଣ କରାଯିବ। ଏଥିସହ ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାଷ୍ଟିକ ବର୍ଜକୁ ରାସ୍ତା କାମରେ ଲଗାଇବାକୁ ପୂର୍ତ୍ତ ବିଭାଗକୁ ଦିଆଯିବ।  ପ୍ଲାଷ୍ଟିକର ବିକଳ୍ପ ଭାବେ କପଡା ଓ କାଗଜ ବ୍ୟାଗ ତିଆରି କରିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ।

ସୂଚନାରୁ ପ୍ରକାଶ, ଗାନ୍ଧି ଜୟନ୍ତୀରେ ସମଗ୍ର ଦେଶରେ ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌କୁ ବ୍ୟାନ୍‌ କରାଯାଇଥିଲା। ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ବ୍ୟାନ୍‌ କରିଥିଲେ। ଏଥିପାଇଁ ବ୍ୟାପକ ସଚେତନତା ମଧ୍ୟ କରାଯାଇଥିଲା। ଏହା ସତ୍ତ୍ୱେ କେତେ ଅସାଧୁ ବ୍ୟବସାୟୀ ପଲିଥିନ୍‌ କାରବାର କରୁଛନ୍ତି। ମାର୍କେଟ୍‌ରେ ପଲିଥିନ୍‌ ଦେଖିବାକୁ ମିଳୁଛି। ଯାହାକୁ ନେଇ ପ୍ରଶାସନ ଚିନ୍ତା ପଡ଼ିଯାଇଛି।

ତେବେ ଦୁଇଦିନ ତଳେ ବାଲେଶ୍ୱର ଟାଉନ୍‌ରେ ଏକ ହାଟରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହି ସମୟରେ ବିପୁଳ ପରିମାଣରେ ପଲିଥିନ୍‌ ମିଳିଥିଲା। ଜିଲ୍ଲା ପ୍ରଶାସନ ପଲିଥିନ୍‌ ଜବତ କରିବା ସହିତ ଦୋକାନୀଙ୍କୁ ଜୋରିମାନା ମଧ୍ୟ କରିଥିଲା। ଏହା ପରେ ହୁଏତ ଦୋକାନୀମାନେ ଆଉ ପଲିଥିନ୍‌ ବିକ୍ରି କରିବେ ନାହିଁ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story