ଓଡ଼ିଶାକୁ ଗର୍ବିତ କଲେ କୁନି ସୁନ୍ଦରୀ ଲାବଣ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ରାଜ୍ୟ ଓଡ଼ିଶାରେ ଭରି ରହିଛନ୍ତି ଅନେକ ସୁନ୍ଦରୀ ପ୍ରତିଭା। ଅନେକ କୁନି ପ୍ରତିଭା  ମଧ୍ୟ ଆନ୍ତର୍ଜାତିକ ସ୍ତରରେ କୃତିତ୍ୱ ହାସଲ କରୁଛନ୍ତି। ନିକଟରେ କେରଳର କୋଚିରେ ଅନୁଷ୍ଠିତ ପ୍ରି-ଟିନ୍ ଜୁନିଅର ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଲାବଣ୍ୟା ବିଜୟୀ ହୋଇଛନ୍ତି। ସାରା ଦେଶରୁ ଆସିଥିବା କୁନି ସୁନ୍ଦରୀମାନଙ୍କୁ ନେଇ ପ୍ରତିବର୍ଷ ଏହି ପ୍ରତିଯୋଗିତାର ଆୟୋଜନ ହୋଇଥାଏ। ଏଠାରେ କୃତକାର୍ଯ୍ୟ ହେଉଥିବା ପ୍ରତିଯୋଗୀ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି।

୧୨ ବର୍ଷୀୟା ଝିଅ ଲାବଣ୍ୟା ପିଲାବେଳୁ ହିଁ ମଡେଲିଂ ପାଇଁ ଆଗ୍ରହୀ ଥିଲେ। ଚାହୁଁଥିଲେ ଏ କ୍ଷେତ୍ରରେ ରାଜ୍ୟର ନାଁ ରଖିବେ। ଶେଷରେ ସେ ଏ ଦିଗରେ ସଫଳତା ପାଇଛନ୍ତି। ତେବେ ତାଙ୍କୁ ସୌନ୍ଦର୍ଯ୍ୟ କ୍ଷେତ୍ରରେ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି ପରିବାର ଲୋକେ କହିଛନ୍ତି। ଏ ଦିଗରେ ଲାବଣ୍ୟାଙ୍କୁ ତାଙ୍କ ବାପା ମାଆ ସହଯୋଗ କରୁଛନ୍ତି। ଏହି ସଫଳତା ପରେ ଲାବଣ୍ୟା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବାକୁ ଗ୍ରୀସ ଯିବେ।

[vc_video link="" align="center"]

Ordigital Desk
• Published: Thursday, 21 September 2017
• Updated: 21 September 2017, 10:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ରାଜ୍ୟ ଓଡ଼ିଶାରେ ଭରି ରହିଛନ୍ତି ଅନେକ ସୁନ୍ଦରୀ ପ୍ରତିଭା। ଅନେକ କୁନି ପ୍ରତିଭା  ମଧ୍ୟ ଆନ୍ତର୍ଜାତିକ ସ୍ତରରେ କୃତିତ୍ୱ ହାସଲ କରୁଛନ୍ତି। ନିକଟରେ କେରଳର କୋଚିରେ ଅନୁଷ୍ଠିତ ପ୍ରି-ଟିନ୍ ଜୁନିଅର ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଲାବଣ୍ୟା ବିଜୟୀ ହୋଇଛନ୍ତି। ସାରା ଦେଶରୁ ଆସିଥିବା କୁନି ସୁନ୍ଦରୀମାନଙ୍କୁ ନେଇ ପ୍ରତିବର୍ଷ ଏହି ପ୍ରତିଯୋଗିତାର ଆୟୋଜନ ହୋଇଥାଏ। ଏଠାରେ କୃତକାର୍ଯ୍ୟ ହେଉଥିବା ପ୍ରତିଯୋଗୀ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି।

୧୨ ବର୍ଷୀୟା ଝିଅ ଲାବଣ୍ୟା ପିଲାବେଳୁ ହିଁ ମଡେଲିଂ ପାଇଁ ଆଗ୍ରହୀ ଥିଲେ। ଚାହୁଁଥିଲେ ଏ କ୍ଷେତ୍ରରେ ରାଜ୍ୟର ନାଁ ରଖିବେ। ଶେଷରେ ସେ ଏ ଦିଗରେ ସଫଳତା ପାଇଛନ୍ତି। ତେବେ ତାଙ୍କୁ ସୌନ୍ଦର୍ଯ୍ୟ କ୍ଷେତ୍ରରେ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି ପରିବାର ଲୋକେ କହିଛନ୍ତି। ଏ ଦିଗରେ ଲାବଣ୍ୟାଙ୍କୁ ତାଙ୍କ ବାପା ମାଆ ସହଯୋଗ କରୁଛନ୍ତି। ଏହି ସଫଳତା ପରେ ଲାବଣ୍ୟା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବାକୁ ଗ୍ରୀସ ଯିବେ।

[vc_video link="" align="center"]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos