ଘର କରାଇବା ନାଁରେ ପିସି ନେଉଛନ୍ତି ବିଜେଡି ବିଧାୟକ, ରାଜ୍ୟପାଳଙ୍କୁ ବିଜେପିର ଫେରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ବିଜେଡି ବିଧାୟକମାନେ ଘରପିଛା ୨୧ହଜାର ଟଙ୍କା ପିସି ନେଉଥିବା ପ୍ରତିବାଦରେ ଆଜି ବିଜେପି କର୍ମୀମାନେ ରାଜଭବନ ଆଗରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡ଼ପ କରି ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଥିବା ପ୍ରତିବାଦରେ ରାଜ୍ୟ ବିଜେପି ଗତ ୨୭ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ତେବେ ରାଜ୍ୟ ସରକାର ଏଥିରେ ନଚେତିବା ପରେ ବିଜେପି […]

bjd-mla-take-bribe-from-pradhan-mantri-awas-scheme-house-holder

Manoranjan Sial
  • Published: Thursday, 10 October 2019
  • Updated: 10 October 2019, 07:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ବିଜେଡି ବିଧାୟକମାନେ ଘରପିଛା ୨୧ହଜାର ଟଙ୍କା ପିସି ନେଉଥିବା ପ୍ରତିବାଦରେ ଆଜି ବିଜେପି କର୍ମୀମାନେ ରାଜଭବନ ଆଗରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡ଼ପ କରି ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଥିବା ପ୍ରତିବାଦରେ ରାଜ୍ୟ ବିଜେପି ଗତ ୨୭ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ତେବେ ରାଜ୍ୟ ସରକାର ଏଥିରେ ନଚେତିବା ପରେ ବିଜେପି ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ବିଶାଳ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ଦଳର ୭୦ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି କେନ୍ଦ୍ରୀୟ ଯୋଜନାକୁ କିଭଳି ଉପାୟରେ ରାଜ୍ୟ ସରକାର ହଡ଼ପ ଓ ଅନିୟମିତତା କରୁଛନ୍ତି ସେ ସମ୍ପର୍କରେ ଅବଗତ କରାଇଛନ୍ତି। ଶାସକ ବିଜେଡି ବିଧାୟକମାନଙ୍କ ନିର୍ଦ୍ଦେଶରେ ସରକାରୀ ଅଫିସରମାନେ କେବଳ ବିଜେଡି କର୍ମୀ ଓ ସମର୍ଥକମାନଙ୍କୁ ଘର ଆବଣ୍ଟନ କରୁଛନ୍ତି।

ଜିଓ ଟ୍ୟାଗିଙ୍ଗ୍ ନାଁରେ ବିଜେଡି ବିଧାୟକମାନେ ମୋଟା ଅଙ୍କର ପିସି ଆଦାୟ କରୁଥିବା ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଓଡ଼ିଶାର ଗରିବ ଲୋକଙ୍କ ହକ୍ ଓ ସ୍ୱାର୍ଥ ପାଇଁ ବିଜେପି ତା’ର ଲଢ଼େଇ ଜାରି ରଖିବ ବୋଲି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଚଞ୍ଚକତା ଓ ଭ୍ରଷ୍ଟାଚାରକୁ ଆଉ ପ୍ରଶୟ ଦିଆଯିବ ନାହିଁ ବୋଲି ବିଜେପି ନେତାମାନେ ଚେତାବନୀ ଦେଇଛନ୍ତି । କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ଚଞ୍ଚକତା କରି କୌଣସି ରାଜ୍ୟର ସରକାର ଏହାକୁ ନିଜସ୍ୱ ଯୋଜନା ଭାବେ ଘୋଷଣା କରି ବିଭ୍ରାନ୍ତ କରାଇବା ନିଶ୍ଚିନ୍ତ ଭାବେ ଅଗଣତାନ୍ତ୍ରିକ, ଆଦର୍ଶ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ଓ ଗ୍ରହଣଯୋଗ୍ୟ ନୁହେଁ ବୋଲି ବିଜେପି ନେତାମାନେ କହିଥିଲେ। ଏହା ପରେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୭୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା ବିଜେପି ନେତାମାନେ କହିଛନ୍ତି।

ସୂଚନାଯୋଗ୍ୟ, ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝି, ସାଂସଦ ବିଶେଶ୍ୱର ଟୁଡୁ, ବିଧାୟକ ପ୍ରକାଶ ସୋରେନ, ବୁଧାନ ମୁର୍ମୁ, ସୁକାନ୍ତ ନାୟକ, ସୁଜାତା ମୁର୍ମୁ, ନୟନ ମହାନ୍ତି, ସୁକେଶୀ ଓରାମ, ରମାରଞ୍ଜନ ବଳିୟାରସିଂହ, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକ, ସଂପାଦକ କାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ, ସୀମନ୍ତିନୀ ଜେନା, ସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ, ଖାରବେଳ ସ୍ୱାଇଁ, ସୁରମା ପାଢୀ, ବାଇଧର ମଲ୍ଲିକ, ବଳଭଦ୍ର ମାଝୀ, ପ୍ରକାଶ ମିଶ୍ର, ମହେଶ ମହାନ୍ତି, ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ସ୍ମୃତି ପଟ୍ଟନାୟକ, ପିଙ୍କି ପ୍ରଧାନ, ରଶ୍ମୀରେଖା ଦାସ, ମନସ୍ମିତା ଖୁଂଟିଆ, କସ୍ତୁରୀ ମିଶ୍ର, ଅନୀତା ଶୁଭଦର୍ଶିନୀ, ଚିତ୍ରଲେଖା ମହାନ୍ତି, ବବିତା ମଲ୍ଲିକ, ଇରାନୀ ରାୟ, ଉର୍ମିଳା ମହାପାତ୍ର, ଠାକୁର ରଣଜିତ୍ ଦାଶ, କୃଷକମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଜଗନ୍ନାଥ ପ୍ରଧାନ, ବାବୁ ସିଂହ, ଶାରଦା ପ୍ରଧାନ, ଅମର ନାୟକ, ଆଶ୍ରିତ ପଟ୍ଟନାୟକ,ଗୈାତମ ରାୟ, ଛବି ମଲ୍ଲିକଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲା ପଦାଧିକାରୀ ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story